www.samajalive.in
Saturday, December 6, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ହୀରାକୁଦ ଜଳଭଣ୍ଡାରର ଆଉ ୫ ଗେଟ୍ ଖୋଲିଲା.. ବର୍ତ୍ତମାନ ୧୨ ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି..

ଭକ୍ତମାନଙ୍କ ପାଇଁ ଏବେ ଖୋଲିବନି ଶ୍ରୀମନ୍ଦିର ୪ ଦ୍ବାର.. ଏବେ ୪ ଦ୍ବାରା ନ ଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି.. ପରିକ୍ରମା ପ୍ରକଳ୍ପ ସରି ନ ଥିବାରୁ ଏବେ ୪ ଦ୍ବାର ଖୋଲିବନି..

- Advertisement -

ଜ୍ଞାନବାପି ମାମଲା.. ମୁସ୍‌ଲିମ୍‌ ପକ୍ଷକୁ ‘ସୁପ୍ରିମ’ ଝଟ୍‌କା.. ଜାରି ରହିବ ସର୍ବେକ୍ଷଣ..

ଶାହା ଫେରାଇଲେ ସାହାରା ଜମାକାରୀଙ୍କ ଅର୍ଥ..

ସେପ୍ଟେମ୍ବର ୪କୁ ଘୁଞ୍ଚିଲା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆଙ୍କ ଜାମିନ ଆବେଦନର ଶୁଣାଣି..

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କ ନିକଟରେ ସୁପାରିଶ.. ଆଗାମୀ ରଥଯାତ୍ରା ସମୟରେ ଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସୁପାରିଶ..

୬ ସପ୍ତାହ ମଧ୍ୟରେ ଏଏସଓ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ..

ମା’ ଭଟ୍ଟାରିକା ଓ ସିଂହନାଥ ପୀଠରୁ ହଟିଲା ୧୪୪ ଧାରା.. ମହାନଦୀ ଜଳସ୍ତର ହ୍ରାସ ପରେ ହଟିଲା ୧୪୪ ଧାରା..

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ ଆଶ୍ୱସ୍ତି.. ମୋଦୀ ସାଙ୍ଗିଆ ମାମଲାରେ ରାହୁଲଙ୍କ ଦଣ୍ଡ ଉପରେ ରୋକ୍‌‌ ଲଗାଇଲେ ସୁପ୍ରିମକୋର୍ଟ..

ବନ୍ୟା ସ୍ରୋତରେ ଭାସିଯାଇ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନୌରଙ୍ଗପୁର ଗ୍ରାମର୧୮ବର୍ଷୀୟ ସୁଜୟ ରାଉତଙ୍କ ମୃତ୍ୟୁ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories