www.samajalive.in
Monday, December 15, 2025
27.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସଞ୍ଜୟ ମାଲହୋତ୍ରା ନୂଆ ଆରବିଆଇ ଗଭର୍ଣ୍ଣର ନିଯୁକ୍ତ.. ୩ ବର୍ଷ ପାଇଁ ମିଳିଲା ନିଯୁକ୍ତି.. ବର୍ତ୍ତମାନ ରାଜସ୍ଵ ମନ୍ତ୍ରଣାଳୟର ସଚିବ ଅଛନ୍ତି ସଞ୍ଜୟ ମାଲହୋତ୍ରା..

ରାଜ୍ୟର ସବୁ ଜିଲାରେ ଖୋଲିବ ମେଡିକାଲ କଲେଜ.. ବିଧାନସଭାରେ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ..

- Advertisement -

କଟକ ବଡ଼ ଡାକ୍ତରଖାନାରେ ନର୍ସିଂ ଚାକିରି ଦେବା ନାଁରେ ଠକେଇ, ୨ ଭାଇ ଗିରଫ.. ଦଲାଲ ୨ ଭାଇଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୁଲିସ.. ୩୦ ଜଣଙ୍କଠାରୁ ୧୧ ଲକ୍ଷରୁ ଅଧିକ ଲୁଟିଥିବା ଅଭିଯୋଗ..

କଟକ ସିଟି କଲେଜରେ ଜୁନିୟର ଛାତ୍ରଙ୍କୁ ଅଣଛାତ୍ରଙ୍କ ମାଡ ଅଭିଯୋଗ..+୨ ଛାତ୍ରଙ୍କୁ ମାଡ ନେଇ ବାଦାମବାଡି ଥାନାରେ ଅଭିଯୋଗ.. ଅଣଛାତ୍ର କ୍ୟାମ୍ପସରେ ପଶି ଗଣ୍ଡଗୋଳ କରିଥିବା ଅଭିଯୋଗ..

ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ଆମ ଆଦମୀ ପାର୍ଟି.. ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ପଟପଡଗଞ୍ଜ ଆସନରୁ ଏଥର ନିର୍ବାଚନ ଲଢ଼ିବେ ଶିକ୍ଷକତାରୁ ରାଜନୀତିକୁ ଆସିଥିବା ଲୋକପ୍ରିୟ ଶିକ୍ଷକ ଅଓ୍ବଧ ଓଝା..

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories