www.samajalive.in
Saturday, December 6, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଭୁବନେଶ୍ବର ରେଳ ଷ୍ଟେସନରେ ୨ ବନ୍ଧୁଙ୍କ ବଚସାରୁ ହତ୍ୟା ମାମଲା.. ହତ୍ୟାକାରୀ ବନ୍ଧୁ ଶଙ୍କର ପାଣ୍ଡେକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ଖୋର୍ଦ୍ଧା ଜିଲା ଓ ଦୌରା ଜଜ୍‌.. ୨୦୨୨ରେ ଘଟିଥିଲା ହତ୍ୟାକାଣ୍ଡ..

ସୋନପୁର: ୫ ବର୍ଷର ଝିଅକୁ ହତ୍ୟା ମାମଲାରେ ବାପାକୁ ଆଜୀବନ ଜେଲ୍‌.. ଦୋଷୀ ଶ୍ୟାମସୁନ୍ଦର ଖଟୁଆକୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ କଣ୍ଟାମାଳ ଏଡିଜେ.. ଗତ ବର୍ଷ ଅଗଷ୍ଟ ୧ରେ ନିଜ ୫ ବର୍ଷର ଝିଅକୁ କଚାଡ଼ି ହତ୍ୟା କରିଥିଲା ଶ୍ୟାମ..

- Advertisement -

ଗୁରୁବାର ହେବ ଶ୍ରୀଜୀଉଙ୍କ ବନକଲାଗି ନୀତି.. ଦତ୍ତମହାପାତ୍ର ନିଯୋଗ ସମ୍ପାଦକଙ୍କ ସୂଚନା..

ଆଜିଠାରୁ ୩ ଦିନିଆ ଓଡ଼ିଶାଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ.. କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ..

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ରୂପେ ଦାୟିତ୍ୱ ଗ୍ରହଣକୁ ଆଜି ଏକ ବର୍ଷ ପୂର୍ତ୍ତି..

ବର୍ଷା ପାଇଁ ୪ ଜିଲାକୁ ଅରେଞ୍ଜ ଓ ୮ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି..

ମଣିପୁର ଭିଡ଼ିଓ ଚିତ୍ର ପ୍ରଘଟ ମାମଲା.. ୭ମ ଅଭିଯୁକ୍ତ ଗିରଫ..

ଖୋଲିଲା ଆଉ ୪ଟି ଗେଟ୍‌ .. ମୋଟ ୧୨ଟି ଗେଟ୍‌ ଦେଇ ହୀରାକୁଦରୁ ହେଉଛି ଜଳ ନିଷ୍କାସନ.. ଜଳ ପ୍ରବେଶର ମାତ୍ରା ବଢ଼ୁଥିବାରୁ ଖୋଲିଲା ଆଉ ୪ ଗେଟ୍‌..

ଓସିଏସ୍‌-୨୦୨୧ ପରୀକ୍ଷାଫଳ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଲେ ହାଇକୋର୍ଟ .. ବିନା ଅନୁମତିରେ ଫଳ ପ୍ରକାଶ ନ କରିବାକୁ ଓପିଏସ୍‌ସିକୁ ନିର୍ଦେଶ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories