www.samajalive.in
Friday, December 5, 2025
17.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

୪ ହଜାର ଟଙ୍କା କମିଲା ସୁନା ଦାମ୍..

ପୁନଃ ହେବନି ନିଟ ପରୀକ୍ଷା.. ମନା କଲେ ସୁପ୍ରିମକୋର୍ଟ..

- Advertisement -

ଭୁବନେଶ୍ଵର ଭୀମଟାଙ୍ଗିରେ ନକଲି ସସ୍‌ କାରଖାନା ଠାବ..

୫୩ ଦିନରେ ରାଜ୍ୟରେ ୩୮୮.୬% ବର୍ଷା.. ସ୍ୱାଭାବିକ ତୁଳନାରେ ୧୫% କମ୍‌‌..

୨୪ ଘଣ୍ଟାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ସର୍ବାଧିକ ବର୍ଷା ରେକର୍ଡ଼..

ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେଡି ବିଧାୟକ ଧ୍ରୁବ ସାହୁ.. ଅପରାହ୍ନ ଅଧିବେଶନରେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ.. ରାଜ୍ୟପାଳଙ୍କ ପୁଅ ମାମଲାକୁ ନେଇ ବିଜେଡି, କଂଗ୍ରେସ ହୋହଲ୍ଲା.. ବିଜେଡି ବିଧାୟକ ଧ୍ରୁବ ସାହୁ ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ..

ଯୁବପିଢି ଓ ମଧ୍ୟବିତ୍ତଙ୍କୁ ନୂତନ ଶକ୍ତି ପ୍ରଦାନ କରିବ ଏହି ବଜେଟ୍‌.. କହିଲେ ପ୍ରଧାନମନ୍ତ୍ରୀ ମୋଦୀ..

ବଜେଟକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‍ଙ୍କ ପ୍ରତିକ୍ରିୟା.. କହିଲେ ମୋତେ ଖୁସି ଲାଗୁଛି.. ନିର୍ବାଚନ ଫଳାଫଳ ପରେ କଂଗ୍ରେସର ଘୋଷଣାପତ୍ର ବୋଧ ହୁଏ ପଢିଥିଲେ ବିଜେପି ସରକାର..

୨୦୨୪-୨୫ ବର୍ଷର ବଜେଟ ଉପସ୍ଥାପନ.. ସୁନା, ରୁପା, କର୍କଟ ଔଷଧ, ମୋବାଇଲ୍‌ ଫୋନ୍‌ ଶସ୍ତା.. ପେଟ୍ରୋକେମିକାଲ ଉତ୍ପାଦ, ପ୍ଲାଷ୍ଟିକ୍‌ ଓ ପ୍ଲାଷ୍ଟିକ୍‌ ଉତ୍ପାଦ, ଟେଲିକମ୍‌ ଉପକରଣ, ବିମାନ ଯାତ୍ରା, ସିଗାରେଟ୍‌ ମହଙ୍ଗା..

୨୦୨୪-୨୫ ବର୍ଷର ବଜେଟ ଉପସ୍ଥାପନ.. ମୁଦ୍ରା ଋଣ ୧୦ଲକ୍ଷରୁ ୨୦ଲକ୍ଷକୁ ବୃଦ୍ଧି..

ଚଳିତ ବଜେଟରେ ଶିକ୍ଷାକୁ ବିଶେଷ ଧ୍ୟାନ ଦିଆଯାଇଛି.. ଶିକ୍ଷା କ୍ଷେତ୍ରକୁ ସୁଦୃଢ କରିବା ପାଇଁ ୧.୪୮ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ..

୨୦୦୧ ବ୍ୟାଚର ଆଇଏଏସଙ୍କୁ ମିଳିଲା ଗୁରୁ ଦାୟିତ୍ୱ.. ନୂଆ ସିଇଓ ହେଲେ ଆର୍ ସନ୍ଥଗୋପାଳନ..

ବନ୍ୟା ପାଇଁ ୫ ରାଜ୍ୟକୁ ସ୍ୱତନ୍ତ୍ର ସହାୟତା ଘୋଷଣା..

କେନ୍ଦ୍ର ସାଧାରଣ ବଜେଟ୍.. ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ୍ ପାର୍କ ପ୍ରତିଷ୍ଠା ହେବ.. ଶିଳ୍ପ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ବିଶେଷ ବ୍ୟବସ୍ଥା ହେବ.. ପିପିପି ମୋଡ୍‌ରେ ନିର୍ମାଣ ହେବ ରେଣ୍ଟାଲ ହାଉସିଂ ବ୍ୟବସ୍ଥା..

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories