www.samajalive.in
Saturday, December 6, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆସନ୍ତାକାଲି ବିରୋଧୀଙ୍କ ବୈଠକରେ ଯୋଗଦେବ ‘ଆପ୍’.. ବେଙ୍ଗାଲୁରୁରେ ହେବାକୁ ଥିବା ବୈଠକରେ ଯୋଗଦେବ..

ବୌଦ୍ଧ: ୪୩ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ୩ କର୍ମଚାରୀ ଗିରଫ.. ଗିରଫ କର୍ମଚାରୀମାନେ ଏକ ଅନଲାଇନ ସଂସ୍ଥା ପାଇଁ କାମ କରୁଥିଲେ..

- Advertisement -

ଷ୍ଟାଫ୍‌ ସିଲେକ୍ସନ କମିଶନର ସିଜିଏଲ୍‌ ପ୍ରଶ୍ନପତ୍ର ଡିଲ୍‌ ଅଭିଯୋଗ.. ବାଲେଶ୍ବର ଜଳେଶ୍ବରର ଏକ ହୋଟେଲରେ ଚଢାଉ.. ଜଣେ ମହିଳାଙ୍କ ସହ ୯ ଜଣ ଅଟକ, ୬ କାର୍‌ ଜବତ.. କିଙ୍ଗ୍‌ପିନ୍‌ ଭୁବନେଶ୍ବରର ହୋଇଥିବା ସୂଚନା..

କୌଣସି ପ୍ରଶ୍ନପତ୍ର ଲିକ୍‌ ହୋଇନାହିଁ- ବାଲେଶ୍ବର ଏସ୍‌ପି ସାଗରିକା ନାଥ..

ଲଘୁଚାପ ପ୍ରଭାବରେ ଆସନ୍ତା ୫ ଦିନ ସାରା ରାଜ୍ୟରେ ପ୍ରବଳ ବର୍ଷିବ.. ୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ..

କଳାହାଣ୍ଡି ବିଶ୍ଵବିଦ୍ୟାଳୟର ପିଜି ପରୀକ୍ଷା ଫଳ ପ୍ରକାଶିତ.. ପାସ୍ ହାର ୮୫.୧୯ ପ୍ରତିଶତ..

ଏନ୍‌ଡିଏକୁ ଫେରିଲା ଓମ୍‌ ପ୍ରକାଶ ରାଜଭରଙ୍କ ଏସବିଏସପି.. ରାଜଭର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ମେଣ୍ଟ ଚୂଡ଼ାନ୍ତ..

ଗତକାଲିର ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡିଶା-ପାର୍ଶ୍ଵବର୍ତ୍ତୀ ଗାଙ୍ଗୀୟ ପଶ୍ଚିମ ବଙ୍ଗ ଉପତ୍ୟାକା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି..

ଘୂର୍ଣ୍ଣିବଳୟ ପ୍ରଭାବରେ ଝାରସୁଗୁଡ଼ା କିରମରାରେ ସର୍ବାଧିକ ୨୧୫ ମିମି ବର୍ଷା ରେକର୍ଡ..

ଲଇକେରାରେ ୧୮୪.୮, ଭଦ୍ରକରେ ୧୬୬, କୁଚିଣ୍ଡାରେ ୧୬୦ ମିମି ବର୍ଷା, ଧାମନଗରରେ ୧୫୦, କୋଲାବିରାରେ ୧୩୯ ଓ ଭଣ୍ଡାରିପୋଖରୀ ୧୩୮ରେ ମିମି ବର୍ଷା ରେକର୍ଡ..

କଟକ ଝୋଲା ସାହି ଅଞ୍ଚଳରେ ମୁକୁଳା ଡ୍ରେନରେ ପଡି ଜଣେ ଯୁବକଙ୍କ ମୃତ୍ୟୁ..

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories