ଆସନ୍ତା ୯ରୁ ୧୦ଦିନ ରାଜ୍ୟରେ ବିକ୍ଷିପ୍ତ ବର୍ଷା ସମ୍ଭାବନା.. ତୃତୀୟ ସପ୍ତାହରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଥିବାବେଳେ ଚତୁର୍ଥ ସପ୍ତାହରେ କେନ୍ଦ୍ରୀୟ-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସଙ୍କେତ ରହିଛି..
ଏସୀୟ ଦୌଡ଼କୁଦ ପ୍ରତିଯୋଗିତା.. ଓଡ଼ିଶାରୁ କେହି ନାହାନ୍ତି..
ବଲାଙ୍ଗୀରର ବହୁ ବହୁଚର୍ଚ୍ଚିତ ରଜତ ପ୍ରଧାନ ହତ୍ୟା ଘଟଣା.. ମୁଖ୍ୟ ଅଭିଯୁକ୍ତ ସହ ୬ ଜଣଙ୍କୁ ଉଠାଇ ନେଲା ପୁଲିସ..
ଟମାଟୋ ଦରରେ ଲଗାମ ଲଗାଇବାକୁ ସରକାରଙ୍କ ବଡ଼ ପଦକ୍ଷେପ.. ଶୁକ୍ରବାରଠୁ ମିଳିବ ଆଶ୍ବସ୍ତି..
ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲା.. ୭ ରେଳ କର୍ମଚାରୀ ନିଲମ୍ବିତ..
ବାହାନଗା ରେଳ ଦୁର୍ଘଟଣା ମାମଲା.. ସମନ ସତ୍ତ୍ବେ ହାଜର ହେଲେନି ଷ୍ଟେସନ ମାଷ୍ଟର..
ଗୁଜରାଟ ଏବଂ ପଶ୍ଚିମବଙ୍ଗ ରାଜ୍ୟସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି..
କେନ୍ଦୁଝରରେ ଖାଦ୍ୟ ବିଷକ୍ରିୟାରୁ ୪ର୍ଥ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା.. ମୃତ ଛାତ୍ରୀଙ୍କ ପରିବାରକୁ ୪ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ.. କ୍ଷତି ପୂରଣ ଦେବାକୁ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ..
ଉତ୍ତର ଭାରତରେ ବର୍ଷା ବିତ୍ପାତରେ ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି..



