www.samajalive.in
Saturday, December 6, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବାହାନଗା ଟ୍ରେନ୍‌ ଦୁର୍ଘଟଣା.. ୩ ଜଣଙ୍କୁ ସିବିଆଇ ଗିରଫ କରିଥିବା ସୂଚନା.. ଜାଣିକି ଅପରାଧ ଘଟାଇ ପ୍ରମାଣ ଲୁଚାଇବା ଅଭିଯୋଗରେ ୩ ରେଳ କର୍ମଚାରୀ ଗିରଫ..

୯ ବିଜେପି ନେତାଙ୍କୁ ୪ ରାଜ୍ୟ ଦାୟିତ୍ବ.. ୪ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତି କଲା ବିଜେପି..

- Advertisement -

୬ ଜିଲାରେ ନୂଆ ସଭାପତି ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.. ଏଥିସହ ୩ ଜିଲାରେ କାର୍ଯ୍ୟକାରୀ ସଭାପତି ନିଯୁକ୍ତ..

ବ୍ରହ୍ମପୁର ମା’ବୁଢୀ ଠାକୁରାଣୀଙ୍କ ମନ୍ଦିରର ହେବ ନବକଳେବର.. ମନ୍ଦିର ପାଇଁ ଖର୍ଚ୍ଚ ହେବ ୧୮ କୋଟି ୯୧ ଲକ୍ଷ..

ପ୍ରାୟ ୨ ଘଣ୍ଟା ପରେ ଫଲକନୁମା ଏକ୍ସପ୍ରେସରେ ଲାଗିଥିବା ନିଆଁ ଆୟତ୍ତ ହେଲା.. ୧୫ଟି ବଗିକୁ ନେଇ ସିକନ୍ଦରାବାଦରେ ପହଞ୍ଚିଲା ଫଲକନୁମା ଏକ୍ସପ୍ରେସ..

ସାମ୍ବାଦିକ କଲ୍ୟାଣ ଯୋଜନା ୱେବ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ..

ଜୁନ୍‌‌ ପହିଲାରୁ ଆଜି ସୁଦ୍ଧା ୧୭ ଜିଲାରେ ନିଅଣ୍ଟିଆ ବର୍ଷା..

ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ.. ରାଜ୍ୟର ୯ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ.. ୩ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ.. ୬ ଜଣଙ୍କ ପେନସନ ସ୍ଥାୟୀ ଭାବେ ବନ୍ଦ..

ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି.. ଗୁଜରାଟ ହାଇକୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କଲେ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories