www.samajalive.in
Saturday, December 6, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ସମନ.. ମଦ ନୀତି ମାମଲାରେ ୧୬ରେ ହାଜର ହେବାକୁ ସମନ କରିଛି ସିବିଆଇ..

ଇଣ୍ଡୋନେସିଆରେ ଭୂକମ୍ପ.. ଜାଭାଲ ଉତ୍ତର ଉପକୂଳରେ ବଡ଼ ଧରଣର ଝଟକା.. ୭ ତୀବ୍ରତାର ଭୂକମ୍ପ ଅନୁଭୂତ.. ଭୂପୃଷ୍ଠର ୫୯୪ କିମି ତଳେ ଭୂକମ୍ପର କେନ୍ଦ୍ରସ୍ଥଳ.. ଗଭୀରତାରେ କେନ୍ଦ୍ରସ୍ଥଳ ଦୃଷ୍ଟିରୁ ସେପରି କିଛି କ୍ଷୟକ୍ଷତି ହୋଇନାହିଁ..

- Advertisement -

ନିକଟରେ ବିଜେପିରୁ ଇସ୍ତଫା ଦେଇଥିବା କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସଙ୍ଗପ୍ପା ସାୱଦୀ ଶୁକ୍ରବାର କଂଗ୍ରେସରେ ସାମିଲ ହୋଇଛନ୍ତି.. କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର ଏନେଇ ସୂଚନା ଦେଇଛନ୍ତି..

କାଲି ଠାରୁ ରାଜ୍ୟରେ ତାପମାତ୍ରାରେ ହେବ ସାମାନ୍ୟ ପରିବର୍ତ୍ତନ .. ଆସନ୍ତା ୫ ଦିନ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା.. ୧୬ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ.. ଦକ୍ଷିଣ ଓ ଉତ୍ତର ଓଡିଶାର କିଛି ଜିଲାରେ ରହିଛି ବର୍ଷା ସମ୍ଭାବନା..

୧୭ରେ ଉତ୍ତର ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା.. ୧୮ରେ ସମ୍ପୂର୍ଣ୍ଣ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା..

ଛୁରା ମାଡରେ ଯୁବକ ମୃତ.. ସମ୍ବଲପୁର ଜିଲା ବରେଇପାଲି ଥାନା ରେମେଡ୍‌‌ ଅଞ୍ଚଳରେ ପୂର୍ବ ଶତ୍ରୁତାରୁ ଛୁରାମାଡ..

ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର.. ତାପମାତ୍ରା ୪୨ ଡିଗ୍ରୀ.. ସମ୍ବଲପୁର ୪୧.୮, ଭୁବନେଶ୍ୱର ୪୦.୨, ଚାନ୍ଦବାଲି ୪୦ ଡିଗ୍ରୀ.. ଗୋପାଳପୁର ଓ ପୁରୀ ତାପମାତ୍ରା ୩୩.୨, ପାରାଦୀପ ୩୨.୪ ଡିଗ୍ରୀ..

ଆଜି ପାଳନ ହେଉଛି ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି, ଓଡିଆ ନବବର୍ଷ ଓ ହନୁମାନ ଜୟନ୍ତୀ.. ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି..

ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥା କଡାକଡି, ସହରରେ ୪୨ ପ୍ଲାଟୁନ ପୁଲିସ ମୁତୟନ.. ସନ୍ଧ୍ୟାରେ ଶୋଭାଯାତ୍ରା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ପୁଲିସର ଫ୍ଲାଗମାର୍ଚ୍ଚ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories