www.samajalive.in
Saturday, December 6, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥ ଦନ୍ଦରାଠାରେ ବାଇକ୍‌କୁ ଧକ୍କା ଦେଇ ପିଇଓଙ୍କଠାରୁ ୪ ଲକ୍ଷ ୬୪ ହଜାର ଲୁଟିନେଲେ ଦୁର୍ବୃତ୍ତ..

ଭାରତ ସହ ବିବାଦ ପଡ଼ିଲା ମହଙ୍ଗା.. ଗୋଟିଏ ମାସରେ କାନାଡ଼ାର ୮୦୦ କମ୍ପାନୀ ଦେବାଳିଆ..

- Advertisement -

ସୁପ୍ରିମକୋର୍ଟଙ୍କୁ କହିଲେ ଆପ୍ ନେତା.. ବିନା ସମନରେ ଗିରଫ କରିଛି ଇଡି..

ସୁପ୍ରିମକୋର୍ଟରେ ନାଗରିକତା ସଂଶୋଧନ ଆଇନ.. ୩ ସପ୍ତାହ ମଧ୍ୟରେ ଜବାବ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ..

ବଢିଲା ପତଞ୍ଜଳି ଅଡ଼ୁଆ.. ରାମଦେବ ଓ ବାଲକ୍ରିଷ୍ଣାଙ୍କୁ ହାଜର ହେବାକୁ ‘ସୁପ୍ରିମ’ ନିର୍ଦେଶ..

ଅମିତ ଶାହାଙ୍କୁ ଭେଟିଲେ ରାଜ୍‌ ଠାକରେ..

ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ପଶୁପତି ପାରସ..

ଜେଏମଏମ ଛାଡି ବିଜେପିରେ ମିଶିଲେ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ..

ବିଜୁଳି, ଘଡଘଡି ସହ ବର୍ଷା ନେଇ ୯ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି..

ନୂଆପଡା : ବଜ୍ରାଘାତରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ..

ମୋହନା : ପୋଲ ତଳକୁ ବାଇକ ଖସି ୨ ଯୁବକଙ୍କ ମୃତ୍ୟୁ..

ଜଳେଶ୍ୱର : ବାଇକ୍‌‌ରେ ଆସି ସାଇକେଲ ଆରୋହୀଙ୍କଠାରୁ ୧ ଲକ୍ଷ ୫ ହଜାର ଲୁଟି ନେଲେ ଦୁର୍ବୃତ୍ତ..

ରାଜ୍ୟରେ ଦୁଇଦିନ ଯାଏ ବଜ୍ରପାତ ନେଇ ସତର୍କ ସୂଚନା ଜାରି.. ମଙ୍ଗଳବାର ଓ ବୁଧବାର ରାଜ୍ୟରେ କାଳବୈଶାଖୀ ସମ୍ଭାବନା.. ମଙ୍ଗଳବାର ୧୨ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୮ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି..

ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୁବକଙ୍କୁ ସ୍ଥାନୀୟ ଲୋକ ଲହୁଲୁହାଣ କରିବାର ଭିଡିଓ ଭାଇରାଲ.. ଏକାଧିକ ଘଟଣା ନଜରକୁ ଆସିବା ପରେ ଉଦବେଗ ପ୍ରକାଶ କଲେ ପୁରୀ ଏସପି.. ଆଇନକୁ ହାତକୁ ନନେଇ ପୁଲିସକୁ ଖବର ଦେବା ପାଇଁ ସୋସିଆଲ ମିଡିଆରେ ଜନ ସାଧାରଣଙ୍କୁ କଲେ ଅପିଲ୍..

ବାଲେଶ୍ବର ଜିଲ୍ଲା ପଞ୍ଚଲିଙ୍ଗେଶ୍ବର ବିଟ୍ ଅଞ୍ଚଳରେ ବନ କର୍ମଚାରୀଙ୍କୁ ଶିକାରୀର ଗୁଳିମାଡ: ଦୁଇ ଗିରଫ..

ମହାରାଷ୍ଟ୍ର ଗଡଚିରୋଲିରେ ବଡ ଧରଣର ଏନକାଉଣ୍ଟର.. ୪ ନକ୍ସଲ ନିହତ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories