www.samajalive.in
Saturday, December 6, 2025
23.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଅତ୍ୟାଧୁନିକ OPTCL ଟେକ୍ ଟାଓ୍ବାର ଲୋକାର୍ପିତ.. ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.. ୫୫ କୋଟି ଟଙ୍କାରେ ନିର୍ମାଣ ହୋଇଛି ଟେକ୍ ଟାଓ୍ବାର..

ପୁଣି ବସ୍‌ ଧର୍ମଘଟ ଡାକରା.. ଲକ୍ଷ୍ମୀ ଯୋଜନା ବିରୋଧରେ ଆସନ୍ତା ୨୦ରୁ ସାରା ରାଜ୍ୟରେ ବସ୍‌ ଧର୍ମଘଟ..

- Advertisement -

ସମାଜବାଦୀ ନେତା ଆଜମ୍‌ ଖାନ୍‌, ତାଙ୍କ ପୁଅ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡାଦେଶ..

ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟାକାଣ୍ଡ ମାମଲା.. ସମସ୍ତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ..

ବିଶ୍ବକପ୍‌ କ୍ରିକେଟ୍: ଆଫଗାନିସ୍ତାନ ଆଗରେ ୨୮୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ..

ପୂଜା ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ଭେଟି.. ମହାଙ୍ଗା ଭତ୍ତା ୪ % ବୃଦ୍ଧି .. ଭତ୍ତାକୁ ୪୨%ରୁ ୪୬% ବୃଦ୍ଧି ..

୩ ଦିନ ଶୁଖିଲା ପାଗ.. ଆଜି ଓ କାଲି ବର୍ଷା.. ରାଜ୍ୟରେ ୨୦ ରୁ ୨୨ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସମ୍ଭାବନା..

ଇସ୍ରାଏଲ୍‌ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌.. ଭବ୍ୟ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ .. ବାଇଡ଼େନ୍‌ କହିଲେ, ହମାସର କାର୍ଯ୍ୟ ଏବେ ଆଇଏସଆଇଏସ ଭଳି ଲାଗିଲାଣି..

ଭୁବନେଶ୍ୱର : ୟୁନିଟ ୯ ଭଗବତୀ ବସ୍ତିର ଘର ଭିତରୁ ନବବଧୂଙ୍କ ମୃତଦେହ ଉଦ୍ଧାର..

ପାଳଲହଡା ବିଇଓ କାର୍ଯ୍ୟାଳୟର ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ..

ପଶ୍ଚିମା ଝଡ ପ୍ରଭାବରେ ୪ ଜିଲାରେ ହାଲୁକା ବର୍ଷା .. ସୁନ୍ଦରଗଡ, ଝାରସୁଗୁଡା, ଗଜପତି, ପୁରୀରେ ହାଲୁକା ବର୍ଷା ..

ପ୍ରଥମ ଥର ରାଜ୍ୟ ସରକାରଙ୍କ ଉଦ୍ୟମରେ ନଭେମ୍ବର ୧ରୁ ବାଘ ଗଣନା..

ଗାଜାର ଏକ ହସ୍ପିଟାଲ ଉପରେ ରକେଟ ମାଡ଼, ୫୦୦ରୁ ଅଧିକ ମୃତ..

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories