www.samajalive.in
Monday, December 8, 2025
14.1 C
Bhubaneswar

ସକାଳ ୬ଟା – ମୁଖ୍ୟ ସମ୍ବାଦ

(୧) ଶ୍ରୀଲଙ୍କାକୁ ୪୧ ରନ୍‌ରେ ପରାସ୍ତ କରି ଏସିଆ କପ୍‌ ଫାଇନାଲରେ ଭାରତ
– ଭାରତର ୨୧୩/୧୦ ଜବାବରେ ଶ୍ରୀଲଙ୍କା ୧୭୨/୧୦ (୪୧.୩ ଓଭର)ରେ ସୀମିତ
– କୁଲଦୀପ ୪ଟି, ଜାଡେଜା ୨ ଟି ଓ ବୁମ୍‌ରା ନେଇଛନ୍ତି ୨ଟି ୱିକେଟ

https://samajalive.in/india-in-asia-cup-final/497576.html
(୨) ଭୁବନେଶ୍ୱରରେ ପହଁଚିଲେ ଭାରତୀୟ ନିର୍ବାଚନ ଆୟୋଗର ୬ ଜଣିଆ ପ୍ରତିନିଧି ଦଳ
– ଆଜି ଖାରବେଳ ଭବନରେ ହେବ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ

- Advertisement -

https://samajalive.in/ec-will-discuss-about-election-with-district-collectors/497681.html
(୩) ଭୁବନେଶ୍ୱରରେ ଚିକିତ୍ସା ଆଳରେ ଡାକ୍ତରଙ୍କୁ ଅପହରଣ ଓ ଲୁଟ୍‌ ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଗିରଫ

https://samajalive.in/doctor-kidnapped-and-robbed-4-a-woman-arrested/497671.html
(୪) ଲିବ୍ୟାରେ ଭୟଙ୍କର ବନ୍ୟା – ୨ ହଜାର ମୃତ, ୧୦ ହଜାର ନିଖୋଜ

https://samajalive.in/flood-in-libya-2-thousand-dead-10-thousand-missing/497694.html
(୫) ଯୌନ ନିର୍ଯାତନାର ପୀଡ଼ିତାଙ୍କ କୁମାରୀତ୍ୱ ଜାଣିବା ପାଇଁ ‘ଟୁ ଫିଙ୍ଗର ଟେଷ୍ଟ’ ପରୀକ୍ଷାରୁ ନିବୃତ୍ତ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଓଡିଶା ଉଚ୍ଚ ନ୍ୟାୟାଳୟ ନିର୍ଦେଶ

https://samajalive.in/high-court-orders-not-to-conduct-two-finger-test-of-victim/497687.html
(୬) କୋଟିଆ ମାମଲାରେ ୮ ସପ୍ତାହ ମଧ୍ୟରେ ଜବାବ ଦେବାକୁ ଆନ୍ଧ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

https://samajalive.in/kotia-case-andhra-to-respond-within-eight-weeks/497685.html
(୭) ଆଇନଜୀବୀ ଆନ୍ଦୋଳନ ମାମଲା
– ନିସର୍ତ୍ତ କ୍ଷମାପ୍ରାର୍ଥନା ସତ୍ୟପାଠ ଦାଖଲ କରିନଥିବା ଆନ୍ଦୋଳନକାରୀ ଆଇନଜୀବୀଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଶେଷ ସୁଯୋଗ – ୨ ସପ୍ତାହ ମଧ୍ୟରେ ନିସର୍ତ୍ତ କ୍ଷମାପ୍ରାର୍ଥନା ସତ୍ୟପାଠ ନଚେତ ନଭେମ୍ବର ୭ରେ ବ୍ୟକ୍ତିଗତ ହାଜିରା

https://samajalive.in/make-a-personal-appearance-if-failed-in-submitting-an-apology-letter/497683.html
(୮) ମରକ୍କୋ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୩ ହଜାରକୁ ବୃଦ୍ଧି

https://samajalive.in/death-toll-in-morocco-earthquake-hits-3000/497701.html
(୯) ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ୮ ଜିଲ୍ଲାରେ ପ୍ରବଳ ବରଷିବ

https://samajalive.in/low-pressure-in-24-hours-heavy-rain-in-8-districts/497699.html
(୧୦) ଚଳିତ ବର୍ଷରୁ ୫ ନୂଆ ପୁରସ୍କାର ଦେବାକୁ ଓଡ଼ିଶା ସାହିତ୍ୟ ଏକାଡେମୀର ନିଷ୍ପତ୍ତି
– ସେଗୁଡିକ ହେଉଛି ଭକ୍ତି ସାହିତ୍ୟ ପୁରସ୍କାର, ସାରଦା ପ୍ରସନ୍ନ ନାୟକ ଗୀତିକବିତା ସମ୍ମାନ, ଯୁବ ପୁରସ୍କାର, ଅନ୍ତର୍ଜାତୀୟ ସାରଳା ଦାସ ସାରସ୍ବତ ପୁରସ୍କାର ଓ ସାରସ୍ବତ ପତ୍ରିକା ପୁରସ୍କାର

https://samajalive.in/5-new-awards-in-odisha-sahitya-academy-calendar/497696.html
(୧୧) ଅନ୍ୟ ଜାତିରେ ବାହା ହେବାରୁ ଝିଅର ଅନ୍ତ୍ୟେଷ୍ଟିକ୍ରିୟା କଲେ ପରିବାର
– ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମରେ

https://samajalive.in/gajapati-news-2426/497605.html

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories