ଡେସ୍କ: ପାକିସ୍ତାନ ବିରୁଦ୍ଧରେ ଭାରତ ଗତକାଲି ଦମଦାର ବିଜୟ ଲାଭ କରିବା ପରେ ଆଜି ପୁଣି ଟିମ ଇଣ୍ଡିଆ ଉନ୍ନତ ପ୍ରଦର୍ଶନ କରିଛି। ଆଜି ଏସିଆ କପ୍ ସୁପର୍-୪ରେ ଭାରତ ଶ୍ରୀଲଙ୍କାକୁ ୪୧ ରନରେ ପରାସ୍ତ କରି ଫାଇନାଲରେ ପହଂଚିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୪୯.୧ ଓଭରରେ ସମସ୍ତ ୱିକେଟ ହରାଇ ୨୧୪ ରନ କରିଥିବା ବେଳେ ଶ୍ରୀଲଙ୍କା ୪୧.୩ ଓଭରରେ ସମସ୍ତ ୱିକେଟ ହରାଇ ୧୭୨ ରନ ସ୍କୋର କରିଥିଲା।
ଭାରତ ସ୍କୋରବୋର୍ଡ଼
ରୋହିତ: ୪୮ ବଲରେ ୫୩ ରନ
ଶୁବମାନ ଗିଲ: ୨୫ ବଲରେ ୧୯ ରନ
କୋହଲି: ୧୨ ବଲରେ ୩ ରନ
ଈଶାନ କିଷାନ: ୬୧ ବଲରେ ୩୩ ରନ
ରାହୁଲ: ୪୪ ବଲରେ ୩୯ ରନ
ହାର୍ଦିକ ପାଣ୍ଡ୍ୟା: ୧୮ ବଲରେ ୫ ରନ
ରବୀନ୍ଦ୍ର ଜାଡେଜା: ୧୯ ବଲରେ ୪ ରନ
ଅକ୍ସର: ୩୬ ବଲରେ ୨୪ ରନ
ବୁମରାହା: ୧୨ ବଲରେ ୫ ରନ
ଶିରାଜ: ୧୯ ବଲରେ ୫ ରନ
ଅତିରିକ୍ତ – ୨୧ ରନ
ଶ୍ରୀଲଙ୍କା ସ୍କୋରବୋର୍ଡ଼
ନିଶଙ୍କ: ୭ ବଲରେ ୬ ରନ
ଦିମୁଥ: ୧୮ ବଲରେ ୨ ରନ
କୁଶଲ ମେଁଡ଼ିସ: ୧୬ ବଲରେ ୧୫ ରନ
ସାଦୀର ସମରାବିକ୍ରମ: ୩୧ ବଲରେ ୧୭ ରନ
ଚାରିଥ ଆସଲାଙ୍କ: ୩୫ ବଲରେ ୨୨ ରନ
ଧନଞ୍ଜୟ ଡି ସିଲଭା: ୬୬ ବଲରେ ୪୧ ରନ
ଦସୁନ ଶାନକା: ୧୩ ବଲରେ ୯ ରନ
ଦୁନିଥ: ୪୬ ବଲରେ ୪୨ ରନ
ମହୀଶ ଠୀକଶନା: ୧୪ ବଲରେ ୨ ରନ
କଶୁନ ରାଜିଥା: ୨ ବଲରେ ୧ ରନ
ଅତିରିକ୍ତ – ୧୫ ରନ



