www.samajalive.in
Saturday, December 6, 2025
16.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆଇସିସି ଟି-୨୦ ବିଶ୍ବକପ ପାଇଁ ଦଳ ଘୋଷଣା କଲା ବିସିସିଆଇ.. ରୋହିତ ଶର୍ମାଙ୍କ ନେତୃୃତ୍ବରେ ଭାରତ ଟି-୨୦ ବିଶ୍ବକପ ଖେଳିବ.. ରୋହିତ ଶର୍ମା ଅଧିନାୟକ ଏବଂ କେ.ଏଲ ରାହୁଲ ଉପଅଧିନାୟକ ଭାବେ ମନୋନୀତ କରାଯାଇଛି.. ଟି-୨୦ ସ୍ପେଶାଲିଷ୍ଟ ଯଶପ୍ରୀତ ବୁମ୍‌ରା ଦଳରେ ସ୍ଥାନ ପାଇଛନ୍ତି..

ରାଷ୍ଟ୍ରପତି ଭବନରେ ପହଞ୍ଚିଲା କୋହିନୂର ହୀରା ଫେରସ୍ତ ଦାବି.. ରାଷ୍ଟ୍ରପତି ଭବନକୁ ଯାଇ ଦାବିପତ୍ର ପ୍ରଦାନ କଲେ ଜଗନ୍ନାଥ ସେନା ଆବାହକ..

- Advertisement -

ଜ୍ଞାନବାପୀ ପ୍ରସଙ୍ଗରେ ହିନ୍ଦୁ ପକ୍ଷଙ୍କ ଦାବିକୁ ଗ୍ରହଣ କଲେ ଅଦାଲତ..

ବିଶାଖାପାଟଣା-କିରନ୍ଦୁଲ ପାସେଞ୍ଜର ଟ୍ରେନ ବଗି ସୋମବାର ଜୟପୁର ନିକଟରେ ଲାଇନଚ୍ୟୁତ ହୋଇଛି.. ଜୟପୁର ବରିଗୁମା ୨୬ ନଂ ଜାତୀୟ ରାଜପଥ ତଳେ ଯାଇଥିବା ରେଳ ବ୍ରିଜ୍‌ ନିକଟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି.. ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ..

ପ୍ରତିଷ୍ଠା ହେବ ଅଯୋଧ୍ୟାର ରାମ ମନ୍ଦିର; ୨୦୨୪ ଜାନୁଆରୀରେ ସ୍ଥାପନା ହେବେ ପ୍ରଭୁ ରାମଚନ୍ଦ୍ର..

ମୁମ୍ବାଇରେ ରୋଡ୍ ଶୋ’ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..  ଆସନ୍ତା ୧୪ ତାରିଖ ସଂଧ୍ୟାରେ ହେବ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ ..  ଏନେଇ ଗଣମାଧ୍ୟମକୁ ସୂଚନା ଦେଲେ ଶିଳ୍ପ ମନ୍ତ୍ରୀ ପତାପ ଦେବ..

ଛତିଶଗଡର କୋରବା ଜିଲାର ମଡଇ ଘାଟ ନିକଟରେ ଟ୍ରଲର-ବସ୍‍ ଧକ୍କା .. ଚାଲିଗଲା ୭ ଜୀବନ..ଭୋର ସମୟରେ ଘଟିଛି ଦୁର୍ଘଟଣା..

ଦେଶରେ ଆଉ ୫ ହଜାର ୨୧୭ ନୂଆ ସଂକ୍ରମିତ ..  ୫,୯୭୫ ସୁସ୍ଥ ହେଲେ ..  ୧୧  ମୃତ .. ୪୪,୫୯୧ ସକିୟ ଆକ୍ରାନ୍ତ ଚିକିତ୍ସାଧୀନ .. ଆରୋଗ୍ୟ ହାର ୯୮.୭୧%..

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଶହରେ ସୀମିତ ..  ୨୪ ଘଣ୍ଟାରେ ଆଉ ୧୯୪ କରୋନା ସଂକ୍ରମିତ ଚିହ୍ନଟ..   ଜନ୍ମରୁ ୧୮ ବର୍ଷ ମଧ୍ୟରେ ୨୨,ସଙ୍ଗରୋଧରୁ ୧୧୫ ଓ ସ୍ଥାନୀୟ ୭୯ .. ୧ ହଜାର ୮୧୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ..

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories