www.samajalive.in
Tuesday, December 9, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

କନ୍ୟା ସନ୍ତାନ ଚାହୁଁ ନ ଥିବା ବାପାର ନାରକୀୟ କାଣ୍ଡ.. ଶ୍ବଶୁର ଘରେ ପଶି ୨୦ଦିନର ଝିଅକୁ ମାରିଦେବାକୁ ଉଦ୍ୟମ.. ଝିଅ ଦେହେରେ ବିଷ ଇଞ୍ଜେକସନ ଫୋଡ଼ି ହତ୍ୟା ଉଦ୍ୟମ.. ଝିଅକୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଜିଲା ମେଡ଼ିକାଲରେ ଭର୍ତ୍ତି.. ନୀଳଗିରି ଥାନ ଶିଙ୍ଗିରି ଗାଁର ଘଟଣା.. ପିଶାଚ ବାପା ଅଟକ..

ପୁଟିନ୍‌ଙ୍କୁ ଭେଟିବାର ତୁରନ୍ତ ପରେ ବେଲାରୁଷ୍ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର ଲୁକାଶେଙ୍କୋ ହସ୍ପିଟାଲରେ ଭର୍ତ୍ତି.. ବିଷ ଦିଆଯାଇଥିବା ଆଶଙ୍କା..

- Advertisement -

ଇସ୍ରୋ ମୁଖ୍ୟ ଏସ. ସୋମନାଥଙ୍କ ବଡ଼ ଘୋଷଣା.. ଆସନ୍ତା ଜୁଲାଇରେ ଲଞ୍ଚ୍ ହେବ ଚନ୍ଦ୍ରାୟାନ-୩

କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁଃପାଶ୍ୱର୍ ବିକଶିତ ଓ ଆକର୍ଷଣୀୟ କରାଯିବ.. ଏ ସମ୍ପର୍କୀତ ପ୍ରସ୍ତାବକୁ ମିଳିଛିୁ ମୋହର.. ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ବିକଶିତ,ଆକର୍ଷଣୀୟ କରାଯିବ.. ବିକାଶ କାର୍ଯ୍ୟ ପାଇଁ ୨୦୯ କୋଟି ୭୩ ଲକ୍ଷ ଟଙ୍କାକୁ ମଞ୍ଜୁରୀ..

ଚକ ଜମି ନେଇ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି.. ଚକ ଜମିକୁ ବିକ୍ରୟ ବା ବିଭାଜନ କରିପାରିବେ ଜମି ମାଲିକ ..ଚକଭୁକ୍ତ ଜମିକୁ କରି ବିକ୍ରି କରାଯାଇ ପାରିବ.. ପୂର୍ବରୁ ରହିଥିବା ଚକ ଜମି ବିଭାଜନ ଅବୈଧ ନିୟମ ରଦ୍ଦ..

ରାଜ୍ୟ କ୍ୟାବିନେଟ୍‌‌.. ‘ମୋ ଘର’ ଯୋଜନାକୁ ମୋହର.. ଘର ତିଆରି ପାଇଁ ମିଳିବ ୧ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ..

ତାଳଦଣ୍ଡା କେନାଲ ଭିତରକୁ ପଶି ଯାଇ କାର୍‌‌ ଦୁର୍ଘଟଣାଗ୍ରସ୍ତ..ପାଣିରେ ବୁଡିଯିବାରୁ କାର ଭିତରେ ଥିବା ସ୍ଵାମୀ ମୃତ, ସ୍ତ୍ରୀ ଗୁରୁତର.. ମାତୃଭବନ-ନୂଆବଜାର ରାସ୍ତାରେ ଯିବା ବେଳେ ଦୁର୍ଘଟଣା ..

୧୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କରଞ୍ଜିଆ ତହସିଲଦାର ଚାର୍ଲ୍ସ ନାୟକ..

ରାଜ୍ୟ କ୍ୟାବିନେଟ୍‌‌ର ଗୁରୁତ୍ୱପୂର୍ଣ୍ଣ ବୈଠକ.. ୧୮ ପ୍ରସ୍ତାବ ଉପରେ ଲାଗିଲା ମୋହର..

ଆଜି ବିଜେଡି ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରଣ ହୋଇଛି..

ରାଜ୍ୟର ଅଧିକାଂଶ ସ୍ଥାନ ସହ ରାଜଧାନୀରେ ଅସହ୍ୟ ଗରମ.. ସକାଳ ସାଢେ ୮ଟାରେ ଭୁବନେଶ୍ୱର ୩୨.୨ ଡିଗ୍ରୀ ରେକର୍ଡ.. ଆଦ୍ରତା ୭୭ ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ..

ଶ୍ରୀହରିକୋଟାରୁ ଅତ୍ୟାଧୁନିକ ନାଭିଗେସନ ସାଟେଲାଇଟ ଉତ୍‌‌କ୍ଷେପଣ.. ସାଟେଲାଇଟ୍‌‌ ଜିଏସଏଲଭି-ଏଫ୧୨ ଓ ଏନଭିଏସ-୦୧ର ଉତ୍‌‌କ୍ଷେପଣ କଲା ଇସ୍ରୋ..

ଜୁନ୍ ପହିଲା ଯାଏ ରାଜ୍ୟରେ କାଳବୈଶାଖୀର ପ୍ରଭାବ.. ପାଣିପାଗ କେନ୍ଦ୍ର ଭୁବନେଶ୍ବର..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories