ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି – ବୈଷୟିକ ଶିକ୍ଷାନୁଷ୍ଠାନ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୱାଇଫାଇ ଓ ୧ ଜିବି ଡାଟା..
କାଳବୈଶାଖୀ ପ୍ରଭାବରେ ରାଜ୍ୟର ଉପକୂଳ ଜିଲ୍ଲାଗୁଡିକରେ ବ୍ୟାପକ କ୍ଷୟକ୍ଷତି ସୂଚନା.. ଭୁବନେଶ୍ୱର, କଟକ, ପିପିଲି, ପୁରୀ, ଆଠଗଡ଼ ଓ କେନ୍ଦ୍ରାପଡାରେ ଅଧିକ କ୍ଷୟକ୍ଷତି ଘଟିଥିବା ସୂଚନା..
କାଳବୈଶାଖୀ ଜନିତ କ୍ଷୟକ୍ଷତି ରିପୋର୍ଟ ତୁରନ୍ତ ଦେବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ରିଲିଫ କମିଶନର..
ଛତ୍ରପୁର-ଗଞ୍ଜାମ ଷ୍ଟେସନ ମଝିରେ ମାଲ୍ବାହୀ ଟ୍ରେନ୍ର ୨ଟି ବଗି ଲାଇନଚ୍ୟୁତ.. ଜାରି ରହିଛି ମରାମତି..
+୩ ନାମଲେଖା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଲେନି ୮ ଡିଗ୍ରୀ କଲେଜ ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ.. ଉଚ୍ଚ ଶିକ୍ଷା ବିଭାଗର କାରଣ ଦର୍ଶାଅ ନୋଟିସ ଜାରି..
+୨ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି.. ସାମସ ଜରିଆରେ ମେ ୨୯ରୁ ଜୁନ ୨୦ ଯାଏଁ ଆବେଦନ.. ୨୮ରେ ପ୍ରଥମ ମେରିଟ୍ ଲିଷ୍ଟ..
ସାରା ଦେଶରେ ଯାଞ୍ଚ ହେବ କ୍ଷୀର.. ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଯାଞ୍ଚ କରିବ ଏଫଏସଏସଏଆଇ.. ଅପମିଶ୍ରଣ ରୋକିବାକୁ ପଦକ୍ଷେପ.. କ୍ଷୀର, ଦହି, ଘିଅ, ଛେନା, ପନିର୍, ଖୁଆ, ଆଇସକ୍ରିମ ଯାଞ୍ଚ ହେବ.. ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଜିଲାମାନଙ୍କରେ ଯାଞ୍ଚ ହେବ..
ପାରଳାଖେମୁଣ୍ଡି: ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ.. କାଶୀନଗର ଥାନା ସାରା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ.. ଚାଷ ଜମିକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ପରେ ହତ୍ୟା..
ହାତୀ ଆକ୍ରମଣରେ ମହିଳା ୱାର୍ଡ ମେମ୍ବର ମୃତ.. ତେଲକୋଇ ବନାଞ୍ଚଳ ବନବିହାରୀପୁର ନୂଅଗାଁରେ ଆତଙ୍କ.. ଆମ୍ବ ଗୋଟାଉଥିବା ବେଳେ ମହିଳାଙ୍କୁ ଦଳି ଦେଲା ହାତୀ..
ଗଛରେ ପିଟି ହେଲା ପିକଅପ୍ ଭ୍ୟାନ .. ୧୦ ରୁ ଅଧିକ ମହିଳା ଆହତ.. ଉମରକୋଟ ଗୁଲିପାଟଣା ସ୍ଥିତ ଶିବ ମନ୍ଦିରକୁ ଗଲା ବେଳେ ଦୁର୍ଘଟଣା.. ଶୀତଳ ଷଷ୍ଠୀ ପାଇଁ ବିଶମପୁରିଆସାହି, କଚିଆସାହିର ମହିଳା ଯାଉଥିଲେ.. ୩୦ରୁ ଅଧିକ ମହିଳା ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା..
ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡଙ୍ଗା ବୁଡି ଜଣେ ନିଖୋଜ.. ୨ ଉଦ୍ଧାର..



