www.samajalive.in
Monday, December 15, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଜୟପୁର ରାଜସ୍ବ ଉପଖଣ୍ଡରେ ସପ୍ତାହେ ବ୍ୟାପୀ ୧୪୪ ଧାରା ଜାରି..

ଡଙ୍ଗା ବୁଡ଼ି ୪ ମୃତ,୪ ସୁରକ୍ଷିତ ଉଦ୍ଧାର.. କୋରାପୁଟ ସେମିଳିଗୁଡ଼ା ଥାନା ପୋଡ଼ାଗଡ଼ ଘାଟ ନିକଟରେ ବୁଡ଼ିଲା ଡଙ୍ଗା..

- Advertisement -

ପୂର୍ବତନ ଆଇପିଏଲ କମିଶନର ଲଳିତ ମୋଦୀଙ୍କୁ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା କରିଛନ୍ତି.. ସାମାଜିକ ଗଣମାଧ୍ୟମରେ ଭାରତୀୟ ନ୍ୟାୟ ପାଳିକା ଉପରେ ଦେଇଥିବା ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି..

କଲବଲ କରୁଛି ତାତି.. ଦିନ ୨ଟା ୩୦ରେ ଭୁବନେଶ୍ବର ତାପମାତ୍ରା ୪୦.୪ ଡିଗ୍ରୀ.. ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ, ଦିନ ୨ଟା ୩୦ରେ ୪୧.୪ ଡିଗ୍ରୀ..

ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଭିନ୍ନ ବିଭାଗ ସହ ଏକ ସମୀକ୍ଷା ବୈଠକ କରିଛନ୍ତି.. ବୈଠକରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ କ୍ଷେତ୍ରୀୟସ୍ତରରେ ବ୍ୟାପକ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି..

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୫ ପର୍ଯ୍ୟଟକ.. ଉଦ୍ଧାର କଲେ ଲାଇଫ ଗାର୍ଡ.. ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି..

ୟୁପି ପୁଲିସ ଏନକାଉଣ୍ଟରରେ ଅତିକ୍ ଅହମ୍ମଦର ପୁଅ ଅସଦର ମୃତ୍ୟୁ..

ଜାମ୍ମୁ କାଶ୍ମୀର.. ଏଲଓସିରେ ଡ୍ରୋନ୍‌‌କୁ ଗୁଳିକରି ଖସାଇଲେ ଯବାନ.. ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଯବାନମାନେ ରାଜୌରୀ ଜିଲ୍ଲାର ନିୟନ୍ତ୍ରଣରେଖାଠାରେ ଏକ ଡ୍ରୋନ୍‌‌କୁ ଗୁଳିକରି ଖସାଇ ଦେଇଛନ୍ତି..

ରୋଜଗାର ମେଳା.. ୭୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦୀ.. ଦେଶବ୍ୟାପୀ ରୋଜଗାର ମେଳା କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୧ ହଜାରରୁ ଅଧିକ କୃତୀ ଯୁବକ-ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି.. ସେମାନେ କେନ୍ଦ୍ର ସରକାରୀ ଚାକିରୀରେ ନିଯୁକ୍ତି ପାଇଛନ୍ତି..

ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ.. ପ୍ରତି ୱାର୍ଡ ଉତ୍ସବମୁଖର.. ୭୫ ବର୍ଷରେ ପାଦ ଥାପିଛି ରାଜ୍ୟ ରାଜଧାନୀ ଭୁବନେଶ୍ବର.. ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଗୁରୁବାର ଭୁବନେଶ୍ବର ପାଳୁଛି ପ୍ଲାଟିନମ ଜୁବଲୀ.. ଏହି ଅବସରରେ ବିଧାନସଭା ସୌଧ ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକରେ ପୁଷ୍ପଗୁଚ୍ଛ ଅର୍ପଣ କରାଯାଇଛି..

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories