www.samajalive.in
Sunday, December 7, 2025
14.1 C
Bhubaneswar

ମାଟି ତଳୁ ମିଳିଲା ୪୦୦ ବର୍ଷ ପୁରୁଣା ମୁଦ୍ରା

ସମ୍ଭଲ: ଉତ୍ତର ପ୍ରଦେଶର ବରେଇଲ୍ଲୀ ସ୍ଥିତ ଗୁରୁ ଅମରପତି ସ୍ମାରକୀ ସ୍ଥଳ ନିକଟରେ ମାଟି ତଳୁ ୪୦୦ ବର୍ଷ ପୁରୁଣା ବହୁ ସଂଖ୍ୟକ ମୁଦ୍ରା ମିଳିଥିବା ନେଇ ସମ୍ଭଲ ଜିଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଜିଲାପାଳ ବନ୍ଦନା ମିଶ୍ର ସମ୍ବଲ ଜିଲା ଅନ୍ତର୍ଗତ ଆଲିପୁର ଗାଁକୁ ପରିଦର୍ଶନରେ ଯାଇଥିବା ବେଳେ ସେଠାକାର ବାସିନ୍ଦା ପୁରୁଣା ମୁଦ୍ରା ଓ ମାଟିପାତ୍ରର ଭଗ୍ନାବଶେଷ ତାଙ୍କୁ ପ୍ରଦାନ କରିଥିଲେ। ଗ୍ରାମବାସୀଙ୍କ କହିବାନୁଯାୟୀ ସେମାନେ ଦୀର୍ଘବର୍ଷ ହେବ ସୋଟ୍ ନଦୀ ନିକଟରେ ଘର କରି ରହି ଆସୁଛନ୍ତି।

କିଛିଦିନ ତଳେ ନଦୀଶଯ୍ୟାରୁ ସେମାନଙ୍କୁ ପୁରୁଣା ମୁଦ୍ରା, ମାଟିପାତ୍ରର ଭଗ୍ନାବଶେଷ ଆଦି ମିଳିଥିଲା। ସେଗୁଡ଼ିକୁ ସେମାନେ ନିଜ ପାଖରେ ରଖୁଥିଲେ। ଜିଲା ପ୍ରଶାସନର ସୂଚନାନୁଯାୟୀ ସେହି ମୁଦ୍ରା ମଧ୍ୟରେ ରାମ, ସୀତା, ଲକ୍ଷ୍ମଣଙ୍କ ଛବି ଥିବା ଏକ ମୁଦ୍ରା ରହିଛି। ଏଥିସହ ବ୍ରିଟିଶ ଶାସନ ସମୟରେ ପ୍ରଚଳିତ ଥିବା କେତେକ ମୁଦ୍ରା ମଧ୍ୟ ମିଳିଛି। ଏହି ଅଞ୍ଚଳରେ ଅଧିକ ଅନୁଧ୍ୟାନ କରାଗଲେ ଆହୁରି କେତେକ ଐତିହାସିକ ପଦାର୍ଥ ମିଳିବାର ସମ୍ଭାବନା ରହିଥିବା ଜନୈକ ଅଧିକାରୀ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories