ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କୁ ନବୀନଙ୍କ ପୂଜା ଭେଟି ..
ମହଙ୍ଗା ଭତ୍ତା ୪% ବୃଦ୍ଧି କଲେ ରାଜ୍ୟ ସରକାର..
ଗଜପତିରେ ଗଡିଲା ‘ଲକ୍ଷ୍ମୀ’ ବସ୍.. ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..
ଦେଶର ପ୍ରଥମ ଆଞ୍ଚଳିକ ରାପିଡ୍ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..
ଶ୍ରୀକ୍ଷେତ୍ର ପୁରୀରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହେଉଛି ଦୂର୍ଗାପୂଜା ..ସାରା ସହର ଚଣ୍ଡିପାଠରେ କମ୍ପୁଛି..
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର.. ୨୧ ବେଳକୁ ଲଘୁଚାପର ରୂପ ନେବାର ସମ୍ଭାବନା..
ଗାଜାର ଏକ ଚର୍ଚ୍ଚରେ ଆକ୍ରମଣ ; ଅନେକ ଲୋକଙ୍କ ମୃତ୍ୟୁ..
ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଦଶହରା ଅବକାଶ..ଗୋଟେ ସପ୍ତାହ ଲାଗି ବନ୍ଦ ରହିବ ଅଦାଲତ ..
ଖଲ୍ଲିକୋଟ: ବିଦ୍ୟୁତ ଆଘାତରେ ମାଆ-ପୁଅ ମୃତ, ଅଜା ଗୁରୁତର..



