www.samajalive.in
Sunday, December 7, 2025
13.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଯୁକ୍ତ ଦୁଇ ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ
ଫେବୃୟାରୀ ୧୮ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ..

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ, ଆସନ୍ତା ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ କରିଛି ପୂର୍ବାନୁମାନ..

- Advertisement -

ଆଗାମୀ ୫ ଦିନ ରାଜ୍ୟରେ ଶୀତ ବଢିବାର ସମ୍ଭାବନା ଥିବାବେଳେ କୁହୁଡି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି.. ଝାରସୁଗୁଡା, କେନ୍ଦୁଝର, ସୁନ୍ଦରଗଡ , ସମ୍ବଲପୁର, ବରଗଡ, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହେବା ନେଇ ଆଲର୍ଟ କରାଯାଇଛି..

ବଢିଲା ମନୋଜ ମିଶ୍ରଙ୍କ ଅଡ଼ୁଆ, ଥାନାରେ ପହଞ୍ଚି ସୁରକ୍ଷା ଲୋଡ଼ିଲେ ବବି ଇସଲାମ..

ଆନନ୍ଦପୁର : ବନ୍ଧୁକ ଦେଖାଇ ଜିଆର୍‌ଏସ୍‌ଙ୍କ ଠାରୁ ଭତ୍ତା ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ..

ବୁଧ କରିବେ ଓଲଟା ଚଳନ; ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ ହିଁ ଧନ.. 

କଟକ ବାରଙ୍ଗ ଥାନା ତ୍ରିଶୁଳିଆ ଅଞ୍ଚଳରେ ଲଜ୍ଜାଜନକ ଘଟଣା : ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ , ଗୁରୁତର ଅବସ୍ଥାରେ ଶିଶୁ ଭବନରେ ଭର୍ତ୍ତି..

କମ୍ପୁଛି ବାଲିଯାତ୍ରା ଉତ୍ସବ : ବଲିଉଡ୍ ଗାୟକ ସୋନୁ ନିଗମଙ୍କୁ ପାଖରେ ପାଇ ମତୁଆଲା ସଙ୍ଗୀତ ପ୍ରେମୀ, ସୋନୁଙ୍କର ଓଡିଆ ଗୀତରେ ଦୁଲୁକିଲା ବାଲିଯାତ୍ରା ମଞ୍ଚ, ଝୁମିଲେ ପିଲାଠୁ ବୟସ୍କ, ଯୋତା ଖୋଲି ଜଗନ୍ନାଥଙ୍କ ଭଜନ ଗାଇଲେ ସୋନୁ..

ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ..

ମାତ୍ର ୫୧ ଟଙ୍କା.. ଜିଓ ଆଣିଲା ନୂଆ ଜବରଦସ୍ତ ରିଚାର୍ଜ ପ୍ଲାନ୍‌, ବର୍ଷଯାକ ମିଳିବ ଡାଟା..

ସୁରେଶଙ୍କ ପୈତୃକ ଘର, ଭଡା ଘର  ଏବଂ କାର୍ଯ୍ୟାଳୟ ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ୍ ଜାରି..

ଆଜିଠୁ ମଣ୍ଡିରେ ଧାନକିଣା ଆରମ୍ଭ: ଟୋକନ୍ ଟେନସନ୍ ଏବଂ ମିଲରର୍ସଙ୍କ ମନମାନୀ ଏବଂ କଟନୀଛଟନୀ ରୋକିବାକୁ ବ୍ୟାପକ ବ୍ୟବସ୍ଥା..

ଆଜିଠୁ ବରଗଡ ଏବଂ ୨୧ରେ ସମ୍ବଲପୁରରେ ଧାନ କିଣା, ମଣ୍ଡି ଜଗିବେ ମନ୍ତ୍ରୀ ଓ ଅଫିସର..

ବିବାହର ୨୯ ବର୍ଷ ପରେ ଅଲଗା ହେଲେ ଓସ୍କାର ବିଜୟୀ ସଙ୍ଗୀତକାର ଏ.ଆର ରେହମାନ୍ ଓ ପତ୍ନୀ, ସୋସିଆଲ ମିଡିଆ ଏକ୍ସରେ ବିବାହ ବିଚ୍ଛେଦ ନେଇ ଉଭୟଙ୍କ ସୂଚନା..

ଦେଖନ୍ତୁ ଭିଡିଓ.. କୋବିରୁ ହଠାତ୍‌ ବାହାରିଲା ସାପ, ଭାଇରାଲ୍‌ ହେଉଛି ଛାତିଥରା ଭିଡିଓ..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories