www.samajalive.in
Wednesday, December 10, 2025
16.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ..ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ୫୦ ବର୍ଗର ଅଣସଂଗଠିତ କର୍ମଚାରୀ ସାମିଲ୍‌ ..

ଏସ୍‌ଆର୍‌ସିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ..

- Advertisement -

ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ନିର୍ଦେଶ ..

ଅର୍ଚ୍ଚନା ନାଗ୍‌‌ଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍‌‌..

ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା..

ଆସନ୍ତା କାଲି ପର୍ୟ୍ୟନ୍ତ ୧୦ ଜିଲାକୁ ରେଡ୍‌‌ ୱାର୍ଣ୍ଣିଂ ଜାରି ..

ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ବଲାଙ୍ଗୀର, ସୋନପୁର, ସମ୍ବଲପୁର,ଦେବଗଡ,ଅନୁଗୁଳ,କେନ୍ଦୁଝର,ବୌଦ୍ଧକୁ ରେଡ୍‌‌ ୱାର୍ଣ୍ଣିଂ ଜାରି..

ହରିୟାଣାରେ ହିଂସା ଜାରି .. ୬ ମୃତ, ୩୦ ଆହତ : ହିଂସା ବନ୍ଦ ପାଇଁ ସୁପ୍ରିମକୋର୍ଟରେ ଆବେଦନ..

ପ୍ରସିଦ୍ଧ ନିର୍ଦେଶକ ନିତିନ ଚନ୍ଦ୍ରକାନ୍ତ ଦେଶାଇଙ୍କ ଆତ୍ମହତ୍ୟା..

ଲଗାଣ ବର୍ଷା : ଦେବଗଡ଼ରେ ଜିଲାରେ ସମସ୍ତ ଅଙ୍ଗନବାଡ଼ି ଓ ବିଦ୍ୟାଳୟ ଦୁଇ ଦିନ ଛୁଟି ଘୋଷଣା ସୂଚନା..

ଲଗାଣ ବର୍ଷା ଜାରି.. ୧୪ ଜିଲାରେ ଛୁଟି ଘୋଷଣା : ଢ଼େଙ୍କାନାଳ, ଅନୁଗୂଳ, ମୟୂରଭଞ୍ଜ, କଳାହାଣ୍ଡି, ସମ୍ବଲପୁର, ନୂଆପଡ଼ା, ବୌଦ୍ଧ, ଦେବଗଡ଼, କନ୍ଧମାଳ, ବାଲେଶ୍ବର, କେନ୍ଦୁଝର ଓ ବଲାଙ୍ଗୀର, ନୟାଗଡ଼, ସୁବର୍ଣ୍ଣପୂର ଜିଲାରେ ସମସ୍ତ ଅଙ୍ଗନବାଡ଼ି ଓ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା..

ଲଘୁଚାପ ଜନିତ ବର୍ଷାରେ ବୁଡ଼ିଲା ହେକ୍ଟର ହେକ୍ଟର ଚାଷଜମି..

 

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories