ଅପରାହ୍ଣ ୪ଟା ମୁଖ୍ୟ ଖବର

୨୪ସୁଦ୍ଧା ରତ୍ନଭଣ୍ଡାର ସର୍ଭେ ସାରିବାକୁ ଚିଠି
ଶ୍ରୀମନ୍ଦିର ରତ୍ନଭଣ୍ଡାରର ସମସ୍ତ ବୈଷୟିକ ସର୍ଭେ ସାରିବାକୁ ଏଏସଆଇ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ..

ମୋହନ ସରକାରକୁ ପୂରିଲା ଶହେ ଦିନ; ପୁରୀରେ ବିଜେପିର ଭବ୍ୟ କାର୍ଯ୍ୟକ୍ରମ..

ସବୁ ଜିଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ
ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ର୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ
ଖୁବଶୀଘ୍ର ତାଳଚେର ଓ କନ୍ଧମାଳରେ ମେଡିକାଲ କଲେଜ କାମ ଆରମ୍ଭ ହେବ..

ଜବରଦସ୍ତ ଅଫର୍‌ ; ଏହି ଦିନ ମାତ୍ର ୯୯ ଟଙ୍କାରେ ଦେଖିପାରିବେ ଫିଲ୍ମ, ଜାଣନ୍ତୁ କେମିତି କରିବେ ବୁକ୍‌..

ମେଜର ଗୁରୁବଂଶ ଓ ତାଙ୍କ ବାନ୍ଧବୀଙ୍କୁ ହଇରାଣ କରିଥିବା ରୋଡ ରୋମିଓଙ୍କୁ ବାନ୍ଧିବ ପୁଲିସ
ଏନେଇ ମାମଲା ରୁଜୁ କରିବା ସହ ତୁରନ୍ତ ତଦନ୍ତ କରିବାକୁ ଡିଜିପିଙ୍କ ନିର୍ଦ୍ଦେଶ
କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ..

ମାତ୍ର ୫୦ ଟଙ୍କା : ଜିଓ ଦେଉଛି ମାଗଣା ରିଚାର୍ଜ, ବର୍ଷଯାକ ମିଳିବ ଅସୀମିତ ଡାଟା ସହ ଏସବୁ ସୁବିଧା..

prayash

ଭୁବନେଶ୍ଵର: ରାଜଧୀନର ୨ଟି ସ୍ଥାନରେ ବୋମାମାଡ଼, ବାପୁଜୀନଗର କେଦାରପଲ୍ଲୀ ବସ୍ତିର ଲେନ-୧ ଏବଂ ଶିଶୁଭବନ ନିକଟ ବରହମପୁର ଗଳି ବସ୍ତିରେ ହୋଇଛି ବୋମାମାଡ଼..

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼..

ଯାଜପୁର: ସଦର ଥାନା ଅନ୍ତର୍ଗତ ବରୁହାଁ ନିକଟରେ ଖରସ୍ରୋତା ନଦୀକୁ ଡେଇଁଲେ ମହିଳା, ମହିଳା ଜଣକ ମଧୁବନ କୃଷ୍ଣପୁର ଅଞ୍ଚଳର ସୂଚନା, ପୋଲ ଉପରେ ରହିଛି ସ୍କୁଟି, ଚପଲ, ମୋବାଇଲ..

ଭିଡିଓରେ ଦେଖନ୍ତୁ ; ଟ୍ରେନ୍‌ ସାମ୍ନାରେ ଠିଆ ହୋଇନେଉଥିଲେ ସେଲଫି, ଏକ ସେକେଣ୍ଡ ବିଳମ୍ବ ହୋଇଥିଲେ..

ରାଜଗାଙ୍ଗପୁର: କୁତ୍ରା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ, କରମା ପୂଜା ଦେଖିବାକୁ ଆସିଥିବା ବେଳେ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ..

ବୌଦ୍ଧ: ରାସ୍ତାରେ ଛିଡ଼ା ହୋଇଥିବା ୨ଟି ପିକଅପ ଭ୍ୟାନକୁ ଧକ୍କା ଦେଲା ବସ, ବସର ୪୦ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା, ୫୭ ନଂ. ଜାତୀୟ ରାଜପଥର ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଘଟିଛି ଦୁର୍ଘଟଣା..

kalyan agarbati

Comments are closed.