ବ୍ରାଜିଲର ସାଓ ପାଓଲୋ ପ୍ରଦେଶରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ: ୬୨ ମୃତ..
୧୩ ତାରିଖରୁ ଉତ୍ତର ଓଡିଶାରେ ବଡ ବର୍ଷା: ସୁନ୍ଦରଗଡ , ଝାରସୁଗୁଡା ଜିଲ୍ଲାକୁ ସତର୍କ ସୂଚନା..
ଆନନ୍ଦପୁର: ଚାକିରି ଦେବା ନାଁରେ ଠକେଇ, ଶିକ୍ଷୟିତ୍ରୀ ଗିରଫ, ଜଣେ ଯୁବତୀଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ..
ଶିକ୍ଷୟିତ୍ରୀ ଅନୁସୟା ବାରିକଙ୍କୁ ଗିରଫ କଲା ଘଷିପୁରା ପୁଲିସ୍..
ଗାଜାର ଏକ ସ୍କୁଲରେ ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼..
୧୦୦ରୁ ଅଧିକ ମୃତ, ହମାସ ଆତଙ୍କୀଙ୍କ ଆଡ୍ଡା ସ୍ଥଳ ପାଲଟିଥିବାରୁ ଆକ୍ରମଣ କରିଥିବା ନେଇ ଇସ୍ରାଏଲର ସୂଚନା..
କାଠଯୋଡି ନଦୀରୁ ଡେଇଁ ଦୁଇ ଜଣ ନିଖୋଜ ଘଟଣା..
ଉଭୟ ଜୀବିତ ଉଦ୍ଧାର, ମେଡିକାଲରେ ଭର୍ତ୍ତି..
୧୬ ଅଗଷ୍ଟରେ ୨ ଦୁର୍ଲ୍ଲଭ ଯୋଗ: ୫ ରାଶିଙ୍କୁ ମିଳିବ ଲାଭ ହିଁ ଲାଭ, ବଦଳିଯିବ ଭାଗ୍ୟ, ରହିବିନି ଚିନ୍ତା..
ଦୁଇ ଜଣ ସମ୍ପର୍କରେ ଶଳାଭାଉଜ ଓ ନଣନ୍ଦେଇ ହୋଇଥିବା ସୂଚନା..
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଡିଲରଙ୍କୁ ଆଳୁ ପ୍ରଦାନ..
ପୁରୀ: ପ୍ରତିହାରୀ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍..
ଶ୍ରୀମନ୍ଦିର ଦ୍ୱାରଫିଟା ବେଳେ ୩୫ ମିନିଟ୍ ବିଳମ୍ବରେ ଆସିବାରୁ ନୋଟିସ୍..
ନୀତି ବିଶୃଙ୍ଖଳା ଅଭିଯୋଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍..
ଆସନ୍ତା ନଭେମ୍ବରରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ..
ବିଭିନ୍ନ ଜିଲା ଗସ୍ତ କରିବେ। ସେଠାରେ କର୍ମୀ ସମ୍ମିଳନୀ, ସଭା ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ..
କେରଳର ଓ୍ବାୟନାଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..
ଆକାଶମାର୍ଗରୁ ଭୂସ୍ଖଳନ ଅଞ୍ଚଳ ପରିଦର୍ଶନ କଲେ..
ଇସ୍ତଫା ଦେଲେ ପ୍ରଧାନ ବିଚାରପତି..
ବାଂଲାଦେଶରେ ଆନ୍ଦୋଳନକାରୀ ସୁପ୍ରିମକୋର୍ଟ ଘେରାଉ କରିବା ପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଓବୈଦୁଲ ହସନ..
ପୁରୀରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା ଘଟଣା ; ୪ ଗିରଫ..



