www.samajalive.in
Saturday, December 6, 2025
23.1 C
Bhubaneswar

ଦିନ ୪ଟା ମୁଖ୍ୟ ଖବର

ଏଫ୍‌ଏମ୍‌ ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହେଲେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ

ପରମବୀର ସିଂହଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ, ଏଫଆଇଆର ଦାୟର

- Advertisement -

ମୁମ୍ବଇରେ ବର୍ଷା ତାଣ୍ଡବ: ଅନେକ ସ୍ଥାନ ଜଳମଗ୍ନ, ଟ୍ରେନ୍ ସେବା ବାଧାପ୍ରାପ୍ତ

ଆଜି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ; ଆଜି ୧୬ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟରେ ୨୪ ଘଣ୍ଟାରେ ୧୯୪୮ ନୂଆ କରୋନା ସଂକ୍ରମିତ ଚିହ୍ନଟ

ସଂଗରୋଧରୁ ୧୧୨୦ ଏବଂ ସ୍ଥାନୀୟ ସଂକ୍ରମିତ ୮୨୮ ଜଣ

ଦିନରେ ୧୯୪୩ ଜଣ କରୋନା ରୋଗୀ ସୁସ୍ଥ ; ରାଜ୍ୟରେ ସଂପ୍ରତି ୧୯୬୨୩ ଜଣ ସକ୍ରିୟ

ଓଡ଼ିଶାରେ ଦିନକରେ ୬୭ କରୋନା ରୋଗୀଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ୨୦

ରାଜ୍ୟରେ କରୋନା ଜନିତ ମୃତ୍ୟୁ ୫୩୦୮

ରାଜସ୍ଥାନରେ ପୁଣି ଭୂକମ୍ପ ଝଟକା ; ରିକ୍ଟର ସ୍କେଲରେ ତିବ୍ରତା ୪.୮

ବିଜେପିକୁ ହଟାଇବା ପର୍ୟ୍ୟନ୍ତ ‘ଖେଳ ହେବ’: ମମତା

ଦେଶରେ ଆଉ ୪୧,୩୮୩ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ

ଦିନକ ମଧ୍ୟରେ ୩୮,୬୫୨ ଜଣ କରୋନାରୁ ସୁସ୍ଥ ; ବୁଧବାର ସଂଧ୍ୟା ସୁଦ୍ଧା ମୋଟ ୩,୦୪,୨୯,୩୩୯ ଜଣ କରୋନା ରୋଗୀ ସୁସ୍ଥ

ଦେଶରେ ୪,୦୯,୩୯୪ ଜଣ ସକ୍ରିୟ କରୋନା ରୋଗୀ

ଦେଶରେ ଦୈନିକ ସଂକ୍ରମଣ ହାର ୨.୪୧% ଏବଂ ସାପ୍ତାହିକ ହାର ୨.୧୨%

ଦେଶରେ ୪୫.୦୯ କୋଟି ନମୁନା ପରୀକ୍ଷା

ଦେଶରେ କରୋନରୁ ଆରୋଗ୍ୟ ହାର ୯୭.୩୫%

ଗତକାଲି ସଂଧ୍ୟା ସୁଦ୍ଧା ମୋଟ ୪୧.୭୮ କୋଟି ପାନ ଟିକା

ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତ ହେବେ ୭୦୦ ଶିକ୍ଷକ, ଅଗଷ୍ଟ ୭ରେ ସାକ୍ଷାତ୍‌କାର

ପାକିସ୍ତାନର ପୂର୍ବତନ କୂଟନୀତିଜ୍ଞଙ୍କ ଝିଅକୁ ହତ୍ୟା

ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତା, କୋହଲି ୨ୟରେ ସ୍ଥିର; ଧାୱନ ୧୬କୁ ଉଠିଲେ

ଆଜିଠାରୁ ଯନ୍ତର ମନ୍ତରରେ କୃଷକଙ୍କ ବିକ୍ଷୋଭ; ସୁରକ୍ଷା ବ୍ୟବସ୍ଥା କଡାକଡି

ଟୋକିଓ ଅଲିମ୍ପିକ୍‌ସ: ହାନ୍ନା ବୟୋଜ୍ୟେଷ୍ଠ; ଜାଜା ସର୍ବକନିଷ୍ଠ

ଶ୍ରୀଲଙ୍କା ବିପକ୍ଷରେ ୨ୟ ଦିନିକିଆରେ ବିଜୟୀ ହୋଇ ଭାରତର ବିଶ୍ୱ ରେକର୍ଡ

ପିପିଲିରେ ଶୋଇଥିବା ଅବସ୍ଥାରେ ମଶାରୀ ଉପରୁ ବ୍ୟକ୍ତିଙ୍କୁ କାମୁଡ଼ିଲା ନାଗ

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର ;  ଏସୀୟ ସିଂହୀ ବିଜିଲୀ ତା’ର ପ୍ରଥମ ଗର୍ଭରୁ  ୩ ଟି ଶାବକ ଜନ୍ମ ଦେଇଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories