ପାଟଣା : ଘଟଗାଁ ବ୍ଲକ ମନୋହରପୁର ପଞ୍ଚାୟତ ସୀତାବିଞ୍ଜି ଗ୍ରାମର ଲାଲମୋହନ ମୁଣ୍ଡାଙ୍କ ତିନି ଶିଶୁ ଗ୍ରାମରୁ ନିଖୋଜ ହୋଇଯାଇଥିବା ଢେଙ୍କିକୋଟ ଫାଣ୍ଡିରେ ଅଭିଯୋଗ ହୋଇଛି। ନିଖୋଜ ସମସ୍ତ ଶିଶୁ ୫ରୁ ୯ ବର୍ଷ ବୟସର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ପୁଅ ଓ ଜଣେ ଝିଅ ରହିଛି। ତେବେ ଲାଲମୋହନ ମୁଣ୍ଡା ଦ୍ବିତୀୟ ବିବାହ କରିଥିବାରୁ ତାଙ୍କର ପ୍ରଥମ ପତ୍ନୀ ତିନି ପିଲାଙ୍କୁ କୁଆଡେ ନେଇଯାଇଥିବା ଗ୍ରାମରେ ଚର୍ଚ୍ଚା ହେଉଥିବାରୁ ପୋଲିସ ସେ ଦିଗ ପ୍ରତି ନଜର ରଖି ନିଖୋଜ ମାମଲାର ତଦନ୍ତ କରୁଛି।
Popular Categories



