www.samajalive.in
Monday, December 15, 2025
15.1 C
Bhubaneswar

ଜବରଦସ୍ତି ଚାନ୍ଦା ମାଗିଲେ ବନ୍ଧା ହେବେ!

ବଲାଙ୍ଗିର, :ଆଗକୁ ଦଶହରା ପୂଜା । ପୂଜା ସମୟରେ ବିଭିନ୍ନ ସ୍ଥାନରେ ପୂଜା ଚାନ୍ଦା ସହ ଅନ୍ୟାନ୍ୟ ବାହାନାରେ ଚାନ୍ଦା ଆଦାୟ କରାଯାଏ । ଏହି ଚାନ୍ଦା କାରବାର ଉପରେ ରୋକ୍‌ ଲଗାଇବା ପାଇଁ ବଲାଙ୍ଗିର ଏସ୍‌ପି ନୀତିନ କୁଶଲକର କଣ୍ଟ୍ରୋଲ ରୁମ୍‌ ନମ୍ବର ସର୍ବସାଧାରଣ କରିଛନ୍ତି ।

ଚାନ୍ଦା ମାଗିବା ଧର୍ତ୍ତବ୍ୟ ଅପରାଧ । ତେଣୁ କେହି ଚାନ୍ଦା ମାଗିଲେ ୧୧୨, ୦୬୬୫୨-୨୩୨୩୦୦ ଓ ୮୭୬୩୦୧୫୭୨୬ ମୋବାଇଲ୍‌ ନମ୍ବରକୁ ଜଣାଇବାକୁ ଏସ୍‌ପି ଶ୍ରୀ କୁଶଲକର ସୂଚନା ଦେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories