ଆଇଜଲ : ମିଜୋରାମର ଚାମ୍ପି ଜିଲା ଅନ୍ତର୍ଗତ ଭାରତ-ମ୍ୟାଁମାର ସୀମାରେ ଚୋରା ଚାଲାଣ ହେଉଥିବା ୨୧୭ କିଲୋ ସୁନାକୁ ସୁରକ୍ଷାକର୍ମୀମାନେ ଜବତ କରିଛନ୍ତି। ଚୋରା ଚାଲାଣରେ ସମ୍ପୃକ୍ତ ମ୍ୟାଁମାରର ୫ଜଣ ନାଗରିକଙ୍କୁ ଗିରଫ କରାଯାଇଛି। ଜବତ ସୁନାର ମୂଲ୍ୟ ୯୨୭ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଜବତ ସୁନା ଓ ଗିରଫ ନାଗରିକଙ୍କୁ ରାଜସ୍ୱ ଗୁଇନ୍ଦା ନିର୍ଦେଶାଳୟ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।
Popular Categories



