www.samajalive.in
Friday, December 12, 2025
16.1 C
Bhubaneswar

ଏହି ୫ ରାଶି ପାଇଁ ଅଧିକ ଶୁଭ ଫଳଦାୟୀ ସାବ୍ୟସ୍ତ ହେବ ବର୍ଷ ୨୦୨୦

ଆଉ ମାତ୍ର କିଛିଦିନ ପରେ ଆସିବ ନୂଆ ବର୍ଷ। ଆସନ୍ତା ବର୍ଷଟି କାହା ପାଇଁ କେମିତି କଟିବ ଏ ବିଷୟରେ ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ବଢିବାରେ ଲାଗିଛି। ବର୍ଷ ୨୦୨୦ କିଛି ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭପ୍ରଦ ହେବ ବୋଲି ଜ୍ୟୋତିଷ ଗଣନାରୁ ଜଣାପଡ଼ିଛି। ଖାସ୍‍ କରି ୫ଟି ରାଶି ପାଇଁ ଆସନ୍ତା ବର୍ଷ ଖୁବ୍‍ ମଙ୍ଗଳଦାୟକ ହେବ। ତେବେ ଆସନ୍ତୁ ଜାଣିବା କେଉଁ ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ଫଳଦାୟୀ ହେବ ବର୍ଷ ୨୦୨୦ –

ମକର ରାଶି : ଆସନ୍ତା ବର୍ଷ ଆପଣଙ୍କ ପାଇଁ ଖୁବ୍‍ ଶୁଭ ଫଳଦାୟୀ ସାବ୍ୟସ୍ତ ହେବ। ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବ। ଶିକ୍ଷା ଓ ସନ୍ତାନ କ୍ଷେତ୍ରରେ ବର୍ଷ ୨୦୨୦ ଆପଣଙ୍କ ପାଇଁ ମଙ୍ଗଳଦାୟକ ହେବ। ଧନ ଲାଭ ମଧ୍ୟ ହେବ।

- Advertisement -

କନ୍ୟା ରାଶି : ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବର୍ଷ ୨୦୨୦ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଶୁଭ ଫଳ ଆଣିଦେବ। ଆସନ୍ତା ବର୍ଷ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ ଓ ଟଙ୍କାର ଅଭାବ ହେବନାହିଁ। ପ୍ରେମ କ୍ଷେତ୍ରରେ ସୁଫଳ ମିଳିବ।

ବୃଷ: ବର୍ଷ ୨୦୨୦ରେ ବୃହସ୍ପତି ଓ ଶନି ଆପଣଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହେବେ। ନୂତନ ବର୍ଷ ଆପଣଙ୍କ ପାଇଁ ଉଭୟ ପ୍ରେମ ଓ ଧନ ଧରି ଆସିବ।

ସିଂହ: ଆପଣଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ବର୍ଷ ୨୦୨୦ରେ ଦୂର ହୋଇଯିବ। ଏହା ସହିତ କ୍ୟାରିୟର ଓ ପ୍ରେମ କ୍ଷେତ୍ରରେ ମଧ୍ୟ ଆସନ୍ତା ବର୍ଷ ବହୁ ଶୁଭ ଫଳ ଆଣିଦେବ।

ଧନୁ: ଦୀର୍ଘ ଦିନ ଧରି ଚାଲିଥିବା ସମସ୍ୟାର ଅନ୍ତ ହେବ। କ୍ୟାରିୟରରେ ଉନ୍ନତି ହେବ ଓ ଭ୍ରମଣ ଯୋଗ ମଧ୍ୟ ରହିଛି। ପ୍ରେମ ସମ୍ପର୍କ ସୁଦୃଢ ହେବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories