www.samajalive.in
Saturday, December 6, 2025
17.1 C
Bhubaneswar

ଦିନ @୧ ମୁଖ୍ୟ ଖବର

(୧) ଯାଜପୁର କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଦୁର୍ଘଟଣା… ପ୍ଲାଟଫର୍ମରେ ଥିବା ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ିଗଲା ଟ୍ରେନ୍‌… ଘଟଣାସ୍ଥଳରେ ୨ମୃତ… ମୃତକ ଦୁଇଜଣ ମା’-ଝିଅ ହୋଇଥିବା ସୂଚନା… ଅନେକ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି… ଦୁର୍ଘଟଣାରେ ଚୁରମାର ହେଲା ଫୁଟ ଓଭରବ୍ରିଜ୍‌…

(୨) ମୃତକଙ୍କ ପରିବାର ପାଇଁ ଘୋଷଣା ହେଲା ଅନୁକମ୍ପା ରାଶି… ସମ୍ପର୍କୀୟଙ୍କୁ ମିଳିବ ମୋଟ୍‌ ୭ଲକ୍ଷ ଟଙ୍କା… ୨ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… ୫ଲକ୍ଷ ଟଙ୍କାର ସହାୟତା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…

- Advertisement -

(୩) ଟ୍ରେନ୍‌ ଦୁର୍ଘଟଣା ପରେ ରେଲୱେ ପକ୍ଷରୁ ଜରୁରୀକାଳୀନ ସହାୟତା ନମ୍ବର ଜାରି… କୌଣସି ସାହାଯ୍ୟ ପାଇଁ ଫୋନ୍‌ କରିପାରିବେ ଜନ ସାଧାରଣ… କୋରେଇ ଷ୍ଟେସନର ସହାୟତା ନମ୍ବର ୮୪୫୫୮୮୯୯୦୫… ଖୋର୍ଦ୍ଧା ରୋଡ୍‍ କଣ୍ଟ୍ରୋଲ ରୁମ୍‍ ନମ୍ବର ୦୬୭୪-୨୪୯୨୨୪୫… ଭୁବନେଶ୍ୱର ପାଇଁ ୦୬୭୪- ୨୫୩୪୦୨୦ ରହିଛି ଜରୁରୀକାଳୀନ ସହାୟତା ନମ୍ବର …

(୪) ଲାଇନଚ୍ୟୁତ ପରେ ୮ଟି ଟ୍ରେନକୁ ବାତିଲ କଲା ପୂର୍ବତଟ ରେଳବାଇ… ହାଓ୍ୱଡ଼ା-ଭୁବନେଶ୍ୱର ଜନ ଶତାଦ୍ଦୀ ଏକ୍ସପ୍ରେସ୍‌ ହେଲା ରଦ୍ଦ… ପୁରୀ- ହାଓ୍ୱଡ଼ା ଶତାଦ୍ଦୀ ଏକ୍ସପ୍ରେସ ଓ ସାଲିମାର-ପୁରୀ ଏକ୍ସପ୍ରେସ ବାତିଲ… ଟ୍ରାକରେ ଗଡ଼ିଲାନି କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେଶାଲ…

(୫) ଉପନିର୍ବାଚନ ପାଇଁ କମ୍ପୁଛି ପଦ୍ମପୁର… ଘନଘନ ପ୍ରଚାର କରୁଛନ୍ତି ସମସ୍ତ ପ୍ରାର୍ଥୀ… ବିଜେପି ବିଧାୟକ ସୁରଜ ସୂର୍ଯ୍ୟବଂଶୀ ଘରକୁ ଘରବୁଲି ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ଭୋଟ୍‌ ଭିକ୍ଷା… ବିଜେଡି ମଧ୍ୟ ଭୋଟରଙ୍କୁ କରୁଛି ଆକୃଷ୍ଟ… ମୈଦାନରେ କଡ଼ା କସରତ କରୁଛନ୍ତି କଂଗ୍ରେସ ପ୍ରାର୍ଥୀ…

(୬) ଲଘୁଚାପ ବର୍ଷାରେ ଭିଜିବ ଦକ୍ଷିଣ ଓଡ଼ିଶା… ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ… ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟରେ ହେବ ବର୍ଷା… ଦକ୍ଷିଣ ଓଡ଼ିଶାର କିଛି ଜିଲାରେ ବିଜୁଳି ଘଡ଼ିଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷିବ…

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories