www.samajalive.in
Monday, December 15, 2025
24.1 C
Bhubaneswar

IPS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ଆଇପିଏସ ସ୍ତରରେ ଅଦଳବଦଳ କରାଯାଇଛି । ୧୮ ଜଣ ବରିଷ୍ଠ ଆଇପିଏସଙ୍କୁ ବଦଳି କରିଛନ୍ତି ସରକାର । ପିନାକ ମିଶ୍ର ପୂର୍ବାଞ୍ଚଳ ଡିଆଇଜି ଭାବେ ନିଯୁକ୍ତ ହୋଇଥିବା ବେଳେ ସ୍ମିତ ପରମାରଙ୍କୁ କ୍ରାଇମବ୍ରାଞ୍ଚ ଏସପି ଦାୟିତ୍ବ ଦିଆଯାଇଛି । ସନ୍ତୋଷ ବାଲାଙ୍କୁ SFSL ନିର୍ଦ୍ଦେଶକ ନିଯୁକ୍ତ କରାଯାଇଥିବା ବେଳେ ରାଜ ପ୍ରସାଦଙ୍କୁ ସ୍ପେସାଲ ବ୍ରାଞ୍ଚ ଏସପି ଭାବେ ନିଯୁକ୍ତ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ..

35579 ips

- Advertisement -

ଏସ. ପ୍ରବୀଣ କୁମାର, ଆଇଜି, ପୋଲିସ ପ୍ରୋଭିଜନିଂ

ବିବେକାନନ୍ଦ ଶର୍ମା, ଏସପି, ଖୋର୍ଦ୍ଧା

ପ୍ରତ୍ୟୁଷ ଦିବାକର, ଏସପି, ବାଲେଶ୍ବର

ଅଙ୍କିତ କୁମାର ବର୍ମା, ଏସପି, ଜଗତସିଂହପୁର

ଗଜଭୀଏ ସତୀଶ କୁମାର, ଆଇଜି ସ୍ପେସାଲ ଆର୍ମଡ ପୋଲିସ

ବୀନିତ ଅଗ୍ରୱାଲ, ଏସପି କଟକ ଗ୍ରାମାଞ୍ଚଳ

ଅମ୍ରିତପାଲ ସିଂ, ଏସପି, ନୂଆପଡ଼ା

ଅବିନାଶ କୁମାର, ନିର୍ଦ୍ଦେଶକ, ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋ

ପ୍ରତୀକ ସିଂ, ଏସପି, ପୁରୀ

ଜୀ. ରେଡ୍ଡି ରାଘବେନ୍ଦ୍ର, ଏସପି, ଝାରସୁଗୁଡ଼ା

ଅମ୍ରିତପାଲ କୌର, ଏସପି, ସୁନ୍ଦରଗଡ଼

ସଞ୍ଜୟ କୁମାର କୌଶଲ, ଆଇଜି, EOW

ଭବାନୀ ଶଙ୍କର ଉଦଗାତା, ଏସପି, କଟକ ରେଲୱେ

ସତ୍ୟଜିତ୍ ନାୟକ, ଡିଆଇଜି, ସେଣ୍ଟ୍ରାଲ ରେଞ୍ଜ

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories