ସୁପର ଓଭରରେ ହାରିଲା ପାକିସ୍ତାନ..
ଟି-ଟ୍ବେଣ୍ଟି ବିଶ୍ବକପ୍: ସୁପର ଓଭରରେ ଆମେରିକାର ଐତିହାସିକ ବିଜୟ..
ପାକିସ୍ତାନକୁ ୫ ରନରେ ହରାଇଲା ଆମେରିକା..
ମ୍ୟାଚ୍ ଡ୍ର ରହିବାରୁ ଖେଳାଯାଇଥିବା ସୁପର ଓଭର..
୧୦ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ..
ଦୁଇରୁ ତିନି ଦିନ ଭିତରେ ଛୁଇଁବ ଦକ୍ଷିଣ ଓଡ଼ିଶା..
ଆଜିଠୁ ଯୁକ୍ତ ଦୁଇ ପାଇଁ ନାମଲେଖା ଆବେଦନ..
ଜୁନରେ ଗଜକେଶରୀ ରାଜଯୋଗ : ଏହି ରାଶିଙ୍କର ଆଉ ଚିନ୍ତା ନାହିଁ; ମିଳିବ ଟଙ୍କା, ହେବ ବିବାହ..
ଜୁଲାଇ ୬ ତାରିଖ ଆବେଦନର ଶେଷ ତାରିଖ..
ନୂଆଦିଲ୍ଲୀ: ରେପୋରେଟ୍ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)..
ଆରବିଆଇ ଏମପିସି ବୈଠକରେ ନିଷ୍ପତ୍ତି, ପୂର୍ବପରି ୬.୫ ପ୍ରତିଶତ ରହିଲା ରେପୋରେଟ୍..
୧୨ରୁ ବନ୍ଦ ଶିମିଳିପାଳ ଅଭୟାରଣ୍ୟ..
ସଂସଦର ସେଣ୍ଟ୍ରାଲ ହଲରେ ଏନଡିଏ ସାଂସଦଙ୍କ ବୈଠକ..
ଏନଡିଏର ସମସ୍ତ ସହଯୋଗୀ ଦଳ ଉପସ୍ଥିତ..
ଏନଡିଏ ବୈଠକରେ ନେତା ଭାବେ ନିର୍ବାଚିତ ହେବେ ନରେନ୍ଦ୍ର ମୋଦୀ..



