www.samajalive.in
Saturday, December 6, 2025
15.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

କୋଣାର୍କ ଗୋପ ରାସ୍ତା ଝୁଣେଇ ବଜାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍ , ଦୁଇ ମୃତ, ଡ୍ରାଇଭର ଗୁରୁତର..

ଭୁବନେଶ୍ଵରରୁ କୋଣାର୍କ ଆସୁଥିବାବେଳେ ଅଘଟଣ..

- Advertisement -

ବାତିଲ ହେଲା ହ୍ୟୁଷ୍ଟନ ଇସ୍କନ ରଥଯାତ୍ରା, ପରିବର୍ତ୍ତେ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା ହେବ..

ହିତାଧିକାରୀଙ୍କୁ ମିଳିବ ଆଗୁଆ ୧୫ କିଲୋ ଚାଉଳ, ରାଜ୍ୟ ଖାଦ୍ୟ ଯୋଜନାରେ ୧.୩୧ଲକ୍ଷ ଶ୍ରମିକ ହେବେ ସାମିଲ..

ନଭେମ୍ବରରେ ୭ ଗ୍ରହଙ୍କ ଚଳନ; ଜାଣନ୍ତୁ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ, ଖାଲି ଧନ ନୁହେଁ ବଦଳିଯିବ ଭାଗ୍ୟ..

ପରଲୋକରେ ଲୋକପ୍ରିୟ ଗାୟିକା ଶାରଦା ସିହ୍ନା: କ୍ୟାନ୍ସରରେ ପୀଡିତ ଥିବାରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ, ବିହାର କୋକିଳା ଭାବେ ଥିଲେ ପରିଚିତ, ଛଟ୍ ପୂଜା ଗୀତ ଗାଇ ହୋଇଥିଲେ ପ୍ରସିଦ୍ଧ..

ଶାରଦା ସିହ୍ନାଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ..

ୟୁପିଆଇ ନିୟମରେ ପରିବର୍ତ୍ତନ; ୨ ହଜାରରୁ ଅଧିକ ଟଙ୍କା ନେଣଦେଣ କରିବା ପୂର୍ବରୁ ଜାଣି ରଖନ୍ତୁ..

ପୋଲସରା : ମା ତାରା ତାରିଣୀ ମନ୍ଦିରରୁ ଚୋରି, ମାଙ୍କ ସୁନା ଓ ରୁପା ଅଳଙ୍କାର ଚୋରି ଅଭିଯୋଗ , ଦାନ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି , ଘଟଣାସ୍ଥଳରେ ପୁରୁଷୋତ୍ତମ ଥାନା ପୁଲିସର ତଦନ୍ତ ଜାରି..

ସମ୍ବଲପୁର ମାନେଶ୍ଵର ହାଟପଦା ଅଞ୍ଚଳରେ ଅଘଟଣ : ଘରେ ନିଆଁ ଲାଗି ଜଳିଗଲେ ମାଆ , ଝିଅ, ଘରେ ଶୋଇଥିବାବେଳେ ଲାଗିଲା ନିଆଁ , ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ପୁଲିସର ଛାନଭିନ୍ ଜାରି..

ଆମେରିକା ରାଷ୍ଟ୍ରପତି ରେସ୍ : ପ୍ରାରମ୍ଭିକ ଫଳାଫଳ ଅନୁସାରେ ଆଗରେ ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ, ଟ୍ରମ୍ପକୁ ୧୦୧ ଏବଂ କମଲା ହାରିସଙ୍କୁ ୭୧ ଭୋଟ୍, ନିର୍ବାଚନ ଜିତିବାକୁ ଆବଶ୍ୟକ ୨୭୦ ମ୍ୟାଜିକ୍ ନମ୍ବର..

ଭିଜିଲାନ୍ସ ଜାଲରେ ଇଡକୋ ଜୁନିୟର ମ୍ୟାନେଜର, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସଭବନ , ଅଫିସ, ଅନ୍ୟ ସ୍ଥାନରେ ଚଢାଉ, ଭୁବନେଶ୍ଵର, ପୁରୀ, ଖୋର୍ଦ୍ଧା ଆଦି ୬ଟି ସ୍ଥାନରେ ଏକକାଳୀନ ଚଢାଉ..

କେନ୍ଦୁଝର ଇଞ୍ଜିନିୟରିଂ କଲେଜରେ ରାଗିଂ: ୫ ସିନିୟର ଛାତ୍ର ହଷ୍ଟେଲରେ ପଶି ଦ୍ଵିତୀୟ ବର୍ଷ ଛାତ୍ର ଙ୍କୁ ମାଡ ମାରିଥିବା ଅଭିଯୋଗ , ଆହତ ଛାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି, କଲେଜ ଅଧ୍ୟକ୍ଷ କହିଲେ ଅଭିଯୁକ୍ତ ଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories