ୟୁପିଆଇ ନିୟମରେ ପରିବର୍ତ୍ତନ; ୨ ହଜାରରୁ ଅଧିକ ଟଙ୍କା ନେଣଦେଣ କରିବା ପୂର୍ବରୁ ଜାଣି ରଖନ୍ତୁ..

ନୂଆଦିଲ୍ଲୀ : ୟୁପିଆଇ ମାଧ୍ୟମରେ ଟଙ୍କା ନେଣଦେଣ କରୁଥିଲେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ନିକଟରେ ୟୁପିଆଇକୁ ନେଇ ନିୟମରେ କିଛି ପରିବର୍ତ୍ତନ କରାଯାଇଛି । ନଭେମ୍ବର ୧ରୁ ୟୁପିଆଇରେ ଟଙ୍କା ନେଣଦେଣରେ ନିୟମରେ ପରିବର୍ତ୍ତନ କରାଯାଇଛି । ଏନପିସିଆଇ ପକ୍ଷରୁ ୟୁପିଆଇ ଲାଇଟ୍‌ର ୨ ଲୋକପ୍ରିୟ ନିୟମରେ ହିଁ ପରିବର୍ତ୍ତନ କରିଛି । ଏହାଦ୍ୱାରା ଗୁଗଲ ପେ, ଫୋନ୍‌ ପେ ଓ ପେଟିଏମ୍‌ର ବ୍ୟବହାର କରୁଥିବା ବ୍ୟକ୍ତି ବିଶେଷଙ୍କୁ ଜବରଦସ୍ତ ଲାଭ … Continue reading ୟୁପିଆଇ ନିୟମରେ ପରିବର୍ତ୍ତନ; ୨ ହଜାରରୁ ଅଧିକ ଟଙ୍କା ନେଣଦେଣ କରିବା ପୂର୍ବରୁ ଜାଣି ରଖନ୍ତୁ..