www.samajalive.in
Saturday, December 6, 2025
14.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

କେରଳ ୱାଏନାଡରେ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୧୪୩କୁ ବୃଦ୍ଧି..

ଏପର୍ଯ୍ୟନ୍ତ ୯୩ଟି ମୃତଦେହ ଉଦ୍ଧାର କରାଯାଇଥିବା କହିଲେ କେରଳ ମୁଖ୍ୟମନ୍ତ୍ରୀ..

- Advertisement -

ସମ୍ବଲପୁର: ବନ୍ଦ ହେଲା ହୀରାକୁଦର ଦୁଇଟି ଗେଟ୍ ..

ଏବେ ୧୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ..

ବାମ ପାର୍ଶ୍ବରେ ୧୨ ଓ ଦକ୍ଷିଣ ପାର୍ଶ୍ବର ୬ଟି ଗେଟ୍ ଖୋଲା, ଜଳସ୍ତର ୬୧୧.୮୫ ଫୁଟ୍..

କେରଳ ଭୂସ୍ଖଳନରେ ଦୁଇ ଓଡିଆ ଡାକ୍ତର ନିଖୋଜ: ଚୌଦ୍ଵାର ଡାକ୍ତର ବିଷ୍ଣୁପ୍ରସାଦ ଚିନ୍ନାରା ଏବଂ ଡାକ୍ତର ସ୍ଵାଧୀନ ପଣ୍ଡାଙ୍କର ମିଳୁନି ପତ୍ତା , ମାଟିରେ ନିଶ୍ଚିହ୍ନ ଅନେକ ଗାଁ..

ଦେଖନ୍ତୁ ଭିଡିଓ; କେବଳ ଫଟୋ ପାଇଁ କୁମ୍ଭୀର ନିକଟକୁ ପିଲାଙ୍କୁ ପଠାଇଲେ,ତା’ପରେ..

ଆଜିଠୁ ରାଜ୍ୟରେ ବଡ ବର୍ଷା..

ଝାଡଖଣ୍ଡ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ସହ ମୌସୁମୀ ଟ୍ରାପଲାଇନ୍ ସକ୍ରିୟ ଥିବାରୁ ବଢିବ ବର୍ଷାର ପରିମାଣ..

ଆଜି ୫ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ , ୧୬ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ସତର୍କତା..

କଟକ ତ୍ରିଶୁଳିଆ ସୁବାଷ ସେତୁ ଉପରେ ଅଜଣା ସ୍କୁଟି..

ଭୋରରୁ ବ୍ରିଜ ଉପରେ ଚାବି ଲାଗିଥିବା ଅବସ୍ଥାରେ ଏକ ନାଲି ରଙ୍ଗର ସ୍କୁଟି ଥୁଆହୋଇଛି..

ପାଖରେ ପଡିଛି ଚପଲ , କେହି ଗାଡି ରଖି ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ..

ପାରାଦୀପରେ ଅଟକିଲା ଚୀନରୁ ଆସିଥିବା ଜାହାଜ..

ଏମଭିଜେଏଚଇଏଚଏଆଇ ୫୦୫ ନାମକ ଚୀନ ଜାହାଜ ଏକ କମ୍ପାନୀର ପ୍ରାୟ କୋଟିଏ ଟଙ୍କା ବକେୟା ନଦେବାରୁ ଜାହାଜକୁ ଅଟକ ରଖାଯାଇଛି..

ବକେୟା ନଦେବାରୁ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ କମ୍ପାନୀ ମାଲିକ..

ହାଇକୋର୍ଟଙ୍କ ନିର୍ଦେଶ ପରେ ଜାହାଜକୁ ଅଟକ ରଖିଛନ୍ତି କୁଜଙ୍ଗ ସବ୍ ଜଜ୍..

କେରଳ ଏସଆରସିଙ୍କ ସହ କଥା ହେଲେ ଓଡ଼ିଶା ଏସଆରସି..

କେରଳରେ ପଶିଛନ୍ତି ଓଡ଼ିଶାର ୨ ଡାକ୍ତର..

ନିଖୋଜ ୨ଡାକ୍ତରଙ୍କ ପରିବାର ସହ ମଧ୍ୟ ଯୋଗାଯୋଗରେ ଅଛୁ- ମନ୍ତ୍ରୀ ସୁରେଶ ପୂଜାରୀ..

ପରିବାର ବର୍ଗଙ୍କୁ ପ୍ରତ୍ୟେକ ସମୟରେ ଅପଡେଟ ଦିଆଯାଉଛି..

୨ଜଣଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି, ଶୀଘ୍ର ଉଦ୍ଧାର ହେବାକୁ ଆଶା ରଖାଯାଇଛି..

ୟୁପିଏସସିର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ..

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଅଗଷ୍ଟ ୧ ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ..

ଚଳିତଥର ପର୍ଯ୍ୟଟକଙ୍କ ପାଇଁ ତିଆରି ହୋଇଛି ସ୍କାଏ ଓ୍ବାକ୍ ..

ଏହା ଉପରୁ ଜଙ୍ଗଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ପର୍ଯ୍ୟଟକ..

ଶୁକ୍ରଙ୍କ ୨ ଥର ଚଳନ ; ଅଗଷ୍ଟରେ ଖୁବ୍‌ ଚମକିବ ଏହି ରାଶିଙ୍କ ଭାଗ୍ୟ, ହଠାତ୍‌ ମିଳିବ ଚାକିରି,ଧନ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories