www.samajalive.in
Tuesday, December 9, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

କାର୍ତ୍ତିକ ମାସ ଆରମ୍ଭରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶ ଛୁଆଁ ପରିବା ଦର: ଚିନ୍ତାରେ ଖାଉଟି, ୫୦୦ ଟଙ୍କାରେ ବି ପୁରୁନି ବ୍ୟାଗ୍..

ହାତୀ ଆକ୍ରମଣରେ ଏଲିଫ୍ୟାଣ୍ଟ ସ୍କ୍ଵାଡ୍ ସଦସ୍ୟ ମୃତ, ୭ଟିକିଆ ହାତୀପଲକୁ ଘଉଡ଼ାଇବା ବେଳେ ଦଳିଦେଲା ଦନ୍ତା, କେନ୍ଦୁଝର ସଦର ରେଞ୍ଜ ଝାରପଡ଼ା ଗାଁ ନିକଟରେ ଘଟିଛି ଅଘଟଣ..

- Advertisement -

ଭଦ୍ରକ ଜିଲା ନାୟକାଣୀଡିହି ଥାନା ପାଞ୍ଚଘେରିଆ ଗାଁ ନାଳ ପାଖରୁ ମଣିଷ ଖପୁରୀ ଓ କଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହରେ ୨ ଜଣଙ୍କୁ ଅଟକ ରଖି ପୁଲିସର ତଦନ୍ତ ଜାରି..

୧୭ ଅକ୍ଟୋବରରେ ତୁଳା ରାଶିରେ ବୁଦ୍ଧାଦିତ୍ୟ ଯୋଗ; ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ..

ବଲାଙ୍ଗୀର ଗାନ୍ଧୀନଗରପଡାରେ ଦୁର୍ଘଟଣା: ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ମନ୍ଦିର ଭିତରକୁ ମାଡିଗଲା ଟ୍ୟାଙ୍କର, ଭାଙ୍ଗିଲା ଶନି ମନ୍ଦିର, ଡ୍ରାଇଭର ଆହତ..

ନାୟବ ସିଂହ ସୈନି ହେବେ ହରିୟାଣା ମୁଖ୍ୟମନ୍ତ୍ରୀ, ଆଜି ନେବେ ଶପଥ, ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ମୋଦୀ, ଓଡିଶା ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ହେବେ ସାମିଲ..

ସୋର: ଗଳାପୋଲ ନିର୍ମାଣ ଦାବିରେ ଏନଏଚ୍ ଅବରୋଧ, ସୋର-ଉତ୍ତରେଶ୍ଵର ଛକ ଓ କଲେଜ ଛକରେ ଗଳାପୋଲ ପାଇଁ ଦାବି..

ଜିଓ ପୁଣି ଆଣିଲା ଶସ୍ତା ରିଚାର୍ଜ ପ୍ଲାନ୍‌; ମାତ୍ର ଏତିକି ଟଙ୍କାରେ ମିଳିବ ୫ଜି ଅନଲିମିଟେଡ୍‌ ଡାଟା..

ହଲିଉଡର ପ୍ରସିଦ୍ଧ ପପ୍ ଗାୟକ ଲିଆମ ପେନଙ୍କ ଦେହାନ୍ତ, ଆର୍ଜେଣ୍ଟିନାର ଏକ ହୋଟେଲରେ ରହୁଥିବାବେଳେ ୩ୟ ମହଲା ବାଲକୋନୀରୁ ଖସି ପ୍ରାଣ ହରାଇଥିବା ସୂଚନା..

ଜଷ୍ଟିସ ସଞ୍ଜୀବ ଖାନ୍ନା ହୋଇପାରନ୍ତି ପରବର୍ତ୍ତୀ ସିଜେଆଇ
ସିଜେଆଇ ନିଯୁକ୍ତି ପାଇଁ ଜଷ୍ଟିସ ଖାନ୍ନାଙ୍କ ନାମ ସୁପାରିସ କଲେ ବର୍ତ୍ତମାନର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼..

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories