ଜିଓ ପୁଣି ଆଣିଲା ଶସ୍ତା ରିଚାର୍ଜ ପ୍ଲାନ୍‌; ମାତ୍ର ଏତିକି ଟଙ୍କାରେ ମିଳିବ ୫ଜି ଅନଲିମିଟେଡ୍‌ ଡାଟା..

ନୂଆଦିଲ୍ଲୀ : ଜିଓ ଜୁଲାଇରେ ନିଜ ରିଚାର୍ଜ ପ୍ଲାନ୍‌ରେ ଅନେକ ପରିବର୍ତ୍ତନ ଆଣିଛି । ଯଦି ଆପଣ କୌଣସି ନୂଆ ପ୍ରିପେଡ୍‌ ପ୍ଲାନ୍‌ ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି କିଛି ଉତ୍ତମ ବିକଳ୍ପ । ଜିଓ ଏଭଳି ଏକ ପ୍ଲାନ୍‌ ରହିଛି ଯାହା ଅସୀମିତ ୫ଜି ଡାଟା ଅଫର୍‌ ପ୍ରଦାନ କରୁଛି । ଏହାର ଦାମ୍‌ ମଧ୍ୟ ଖୁବ୍‌ କମ୍‌ । ଫଳରେ ଅନେକ ଉପଭୋକ୍ତା ଏହି ଅଫର୍‌କୁ ବେଶ ପସନ୍ଦ କରୁଛନ୍ତି । ଜାଣନ୍ତୁ … Continue reading ଜିଓ ପୁଣି ଆଣିଲା ଶସ୍ତା ରିଚାର୍ଜ ପ୍ଲାନ୍‌; ମାତ୍ର ଏତିକି ଟଙ୍କାରେ ମିଳିବ ୫ଜି ଅନଲିମିଟେଡ୍‌ ଡାଟା..