www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବାହୁଡ଼ା ଯାତ୍ରା ପାଇଁ ସଅଳ ପହଣ୍ଡି ଆରମ୍ଭ..

ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ବିରାଜିଲେ ଶ୍ରୀ ସୁଦର୍ଶନ, ଘଣ୍ଟଘଣ୍ଟା ବାଦ୍ୟରେ ବିଜେ କରାଇଲେ ସେବାୟତ..

- Advertisement -

ଝୁଲି ଝୁଲି ତାଳଧ୍ବଜ ରଥକୁ ଆସୁଛନ୍ତି ବଡ଼ ଠାକୁର ଶ୍ରୀ ବଳଭଦ୍ର, ଧାଡ଼ି ପହଣ୍ଡିରେ ରଥକୁ ଆସୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି..

ଆଜି ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ମହାବାହୁ..

ଦିନ ୧୨ଟାରେ ପହଣ୍ଡି..

ଅପରାହ୍ନ ୪ଟା ରେ ରଥଟଣା..

ବାହୁଡା ଯାତ୍ରାରେ ନୀତିକାନ୍ତି..

ଭକ୍ତଙ୍କ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ..

ଚାକିରି ଠାରୁ ଆରମ୍ଭ କରି ଚମକିବ ଭାଗ୍ୟ, ଶ୍ରାବଣରେ ଆପଣାନ୍ତୁ ସରଳ ଉପାୟ..

ବଙ୍ଗୋପସାଗରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବ..

ଆଗାମୀ ୪ଦିନ ଯାଏଁ ବର୍ଷା..

ଆଜି କିଛି ସ୍ଥାନରେ ବର୍ଷା ସମ୍ଭାବନା, ୧୨ରୁ ୨୦ ସେଣ୍ଟିମିଟର ବର୍ଷା ନେଇ ପାଣିପାଗ ବିଭାଗର ଅନୁମାନ..

କେ.ପି ଶର୍ମା ଓଲି ହେବେ ନେପାଳର ନୂଆ ପ୍ରଧାନମନ୍ତ୍ରୀ..

ଆଜି ଦିନ ୧୧ଟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ, ସମର୍ଥନ କରିବ ନେପାଳ କଂଗ୍ରେସ..

ବାରିପଦା ସାଇ ନର୍ସିଂ ହୋମ୍ ରେ ନିଆଁ..

ହସ୍ପିଟାଲର ଦ୍ଵିତୀୟ ମହଲାରେ ଅଗ୍ନିକାଣ୍ଡ..

ନିଆଁକୁ ଆୟତ୍ତ କଲା ଅଗ୍ନିଶମବାହିନୀ..

ସମସ୍ତ ରୋଗୀ ସୁରକ୍ଷିତ, ଏସି ସର୍ଟ ସର୍କିଟ୍ ରୁ ନିଆଁ ଲାଗିଥିବା ସନ୍ଦେହ..

ଜୁଲାଇ ୧୫ରେ ଲକ୍ଷ୍ମୀ-ନାରାୟଣ ଯୋଗ; ଏହି ୫ ରାଶି ହେବେ ମାଲାମାଲ୍‌,ଚମକିବ ଭାଗ୍ୟ..

ଗୁଜରାଟର ଆନନ୍ଦ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା: ଆଜି ଭୋରରୁ ଟାୟାର ପମ୍ପଚର ହେବାରୁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବସ୍‌କୁ ଧକ୍କା ଦେଲା ଟ୍ରକ୍‌ , ୬ ମୃ୍ତ..

ଭୁବନେଶ୍ୱର ସ୍ଥିତ ଗଣ୍ଡମୁଣ୍ଡା କଳାଭୂମି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା..

ମର୍ଣ୍ଣିଂ ୱାକ୍ ସାରି ଘରକୁ ଫେରୁଥିବା ବେଳେ ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍..

 

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories