ଚାକିରି ଠାରୁ ଆରମ୍ଭ କରି ଚମକିବ ଭାଗ୍ୟ, ଶ୍ରାବଣରେ ଆପଣାନ୍ତୁ ସରଳ ଉପାୟ..

ଭଗବାନ ଶିବଶଙ୍କର ଦେବଙ୍କ ଦେବ । ସେ ସର୍ବଦା ଯୋଗରେ ଲୀନ ରହି ଥାଆନ୍ତି । ଖୁବ୍ ସରଳ ଓ ଭୋଳା ବୋଲି ପ୍ରଭୁଙ୍କୁ କୁହାଯାଏ । ତେଣୁ ପ୍ରଭୁଙ୍କୁ ଭୋଳାଶଙ୍କର ମଧ୍ୟ କୁହାଯାଏ । ଶାସ୍ତ୍ର ଅନୁଯାୟୀ, ଶ୍ରାବଣ ମାସ ପ୍ରଭୁ ଶିବଶଙ୍କରଙ୍କୁ ଖୁବ୍ ପ୍ରିୟ । ଏହି ମାସରେ କିଛି ସରଳ ଉପାୟ କରିବା ଦ୍ୱାରା ଭୋଳାଶଙ୍କର ପ୍ରସନ୍ନ ହେବା ସହ ଉତ୍ତମ ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଧନ ସମ୍ପତ୍ତି, ସଫଳତା, ବିବାହ … Continue reading ଚାକିରି ଠାରୁ ଆରମ୍ଭ କରି ଚମକିବ ଭାଗ୍ୟ, ଶ୍ରାବଣରେ ଆପଣାନ୍ତୁ ସରଳ ଉପାୟ..