www.samajalive.in
Monday, December 8, 2025
14.1 C
Bhubaneswar

ଚାକିରି ଠାରୁ ଆରମ୍ଭ କରି ଚମକିବ ଭାଗ୍ୟ, ଶ୍ରାବଣରେ ଆପଣାନ୍ତୁ ସରଳ ଉପାୟ..

ଭଗବାନ ଶିବଶଙ୍କର ଦେବଙ୍କ ଦେବ । ସେ ସର୍ବଦା ଯୋଗରେ ଲୀନ ରହି ଥାଆନ୍ତି । ଖୁବ୍ ସରଳ ଓ ଭୋଳା ବୋଲି ପ୍ରଭୁଙ୍କୁ କୁହାଯାଏ । ତେଣୁ ପ୍ରଭୁଙ୍କୁ ଭୋଳାଶଙ୍କର ମଧ୍ୟ କୁହାଯାଏ । ଶାସ୍ତ୍ର ଅନୁଯାୟୀ, ଶ୍ରାବଣ ମାସ ପ୍ରଭୁ ଶିବଶଙ୍କରଙ୍କୁ ଖୁବ୍ ପ୍ରିୟ । ଏହି ମାସରେ କିଛି ସରଳ ଉପାୟ କରିବା ଦ୍ୱାରା ଭୋଳାଶଙ୍କର ପ୍ରସନ୍ନ ହେବା ସହ ଉତ୍ତମ ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଧନ ସମ୍ପତ୍ତି, ସଫଳତା, ବିବାହ ଆଦି ହୋଇଥାଏ । ଚଳିତ ବର୍ଷ ୨୨ ଜୁଲାଇରେ ଶ୍ରାବଣ ମାସ ଆରମ୍ଭ ହୋଇ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ତେବେ ୪ଟି ବିଶେଷ ଉପାୟ ବିଷୟରେ ଜାଣନ୍ତୁ,ଯାହାକୁ ଆପଣାଇବା ଦ୍ୱାରା ଶ୍ରାବଣରେ ଆପଣଙ୍କ ଭାଗ୍ୟ ବଦଳିଯିବ..
ଶ୍ରାବଣ ମାସର ପ୍ରଥମ ଦିନରେ ଶିବ ମନ୍ଦିର ଯାଇ ପ୍ରଭୁଙ୍କୁ ଜଳ ସହ କଳା ରାଶି ମିଶାଇ ଅର୍ପଣ କରନ୍ତୁ । ଏହି ଉପାୟ ଦ୍ୱାରା ଭଗବାନ ଶିବ ଖୁବ୍ ପ୍ରସନ୍ନ ହୋଇଥାଆନ୍ତି । ବିଶେଷ କୃପା ପ୍ରାପ୍ତି ହୋଇଥାଏ । ଏହି ଉପାୟ କରିବା ଦ୍ୱାରା ସମସ୍ତ ଇଚ୍ଛା ପୂରଣ ହୋଇଥାଏ।

ଜୁଲାଇ ୧୫ରେ ଲକ୍ଷ୍ମୀ-ନାରାୟଣ ଯୋଗ; ଏହି ୫ ରାଶି ହେବେ ମାଲାମାଲ୍‌,ଚମକିବ ଭାଗ୍ୟ..


ଯେଉଁ ଘରେ ସର୍ବଦା କଳହ ଲାଗି ରହିଥାଏ, ସମସ୍ୟା ହେଉଥାଏ, ଶ୍ରାବଣ ମାସରେ ଘରେ ସାମାନ୍ୟ ଗୋମୂତ୍ର ସିଞ୍ଚନ କରନ୍ତୁ । ଏହାଦ୍ୱାରା ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।
ଦୀର୍ଘ ଦିନ ଧରି ପରିବାର ସଦସ୍ୟ ରୋଗଗ୍ରସ୍ତ ରହୁଥିଲେ, ରୋଗ ଲାଗି ରହୁଥିଲେ, ଅନେକ ଚିକିତ୍ସା କରାଯିବା ପରେ ମଧ୍ୟ ସୁସ୍ଥ ହେଉନଥିଲେ, ଶ୍ରାବଣ ମାସରେ ଅସହାୟଙ୍କୁ ଦାନ କରନ୍ତୁ । ଏହାଦ୍ୱାରା ଶୁଭଫଳ ମିଳିଥାଏ ।
ଅନେକ ପରିଶ୍ରମ ଓ ଚେଷ୍ଟା କରିବା ପରେ ମଧ୍ୟ ଚାକିରି ମିଳୁନଥିଲେ, କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହୁଥିଲେ, ଉନ୍ନତି ହେଉନଥିଲେ, ଅସଫଳତା ମିଳୁଥିଲେ, ଶ୍ରାବଣ ମାସରେ ମା’ପାର୍ବତୀଙ୍କୁ ରୁପା ପାଉଁଞ୍ଜି ଅର୍ପଣ କରନ୍ତୁ । ଏହାଦ୍ୱାରା ଖୁବ୍ ଶୁଭଫଳ ପ୍ରାପ୍ତି ହୋଇଥାଏ ।

୭୨ ବର୍ଷ ପରେ ଶ୍ରାବଣରେ ଦୁର୍ଲ୍ଲଭ ଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ଧନ ହିଁ ଧନ,ଚାକିରି..

- Advertisement -

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories