ଜୁଲାଇ ୧୫ରେ ଲକ୍ଷ୍ମୀ-ନାରାୟଣ ଯୋଗ; ଏହି ୫ ରାଶି ହେବେ ମାଲାମାଲ୍‌,ଚମକିବ ଭାଗ୍ୟ..

ଜୁଲାଇ ୧୫ ଆଷାଢ ଶୁକ୍ଳ ନବମୀ ଶୁଭ ଯୋଗ ସୃଷ୍ଟି ହେଉଛି । ଏହି ଦିନ ଗୃହ ପ୍ରବେଶ, କର୍ଣ୍ଣ ଛେଦନ, ବିବାହ, ଭୂମି ପୂଜନ ଆଦି କାର୍ଯ୍ୟ କରିବା ପାଇଁ ଶୁଭଙ୍କର । ଏହି ଜୁଲାଇ ୧୫ରେ ରବି ଯୋଗ, ସିଦ୍ଧି ଯୋଗ,କରଣ ଯୋଗ, ଲକ୍ଷ୍ମୀ ନାରାୟଣ ଯୋଗ ଓ ଶିବବାସ ଯୋଗ ସୃଷ୍ଟି ହେବ । ଏହି ଯୋଗ ୫ ରାଶି ବ୍ୟକ୍ତି ବିଶେଷଙ୍କୁ ବେଶ ଶୁଭଫଳ ପ୍ରଦାନ କରିବ । ଜାଣନ୍ତୁ.. ମେଷ … Continue reading ଜୁଲାଇ ୧୫ରେ ଲକ୍ଷ୍ମୀ-ନାରାୟଣ ଯୋଗ; ଏହି ୫ ରାଶି ହେବେ ମାଲାମାଲ୍‌,ଚମକିବ ଭାଗ୍ୟ..