www.samajalive.in
Sunday, December 14, 2025
19.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) କାହିଁକି ଆତ୍ମହତ୍ୟା କଲେ ଗୋପ ବ୍ଲକ ଜିଲ୍ଲା ପରିଷଦ ସଦସ୍ୟ ?… ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛି ପୁଲିସ… ମୋବାଇଲ ଖୋଲିବ ଗୁମର… ଜବତ ଦୁଇ ଫୋନକୁ ଫରେନସିକ୍‌ ଲ୍ୟାବକୁ ପଠାଇଲା ପୁଲିସ… ମୃତ୍ୟୁ ପୂର୍ବରୁ ଫୋନରେ ସବୁ ଭିଡିଓ ରହିଥିବା ନେଇ ସୋସିଆଲ ମିଡିଆରେ ଲେଖିଥିଲେ ଧର୍ମେନ୍ଦ୍ର…

(୨) ଆସନ୍ତାକାଲି ପ୍ରକାଶ ପାଇବ CUET-PG ରେଜଲ୍ଟ… ଅପରାହ୍ଣ ସୁଦ୍ଧା ବାହାରିବ ଫଳାଫଳ… ଏନଟିଏ ପକ୍ଷରୁ ପ୍ରକାଶ କରାଯିବ ରେଜଲ୍ଟ…ଏନେଇ ସୂଚନା ଦେଲେ ୟୁଜିସି ଅଧ୍ୟକ୍ଷ ଏମ୍‌.ଜଗଦେଶ କୁମାର…

- Advertisement -

(୩) ମନ୍‌ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ… ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି… କହିଲେ, ସ୍ୱାଧୀନତା ପରେ ଉନ୍ନତ ମାର୍ଗକୁ ଆଣିବାକୁ ଦିନ ଦୟାଲଙ୍କ ରହିଛି ଉଲ୍ଲେଖନୀୟ ଭୂମିକା… ସେପଟେ ଭାରତରେ ଚିତା ଆସିବାକୁ ନେଇ ରଖିଲେ କିଛି ମନରକଥା…

ବୁଦ୍ଧି ଥିଲେ ଭାତ ମିଳେ; ଦେଖନ୍ତୁ ଏହି ସୁନ୍ଦର ଭିଡିଓ

(୪) ଜୁଆ ଆଡ୍ଡା ଉପରେ ପୁଲିସର ଅତର୍କୀତ ଚଢ଼ାଉ… ଘଟଣାସ୍ଥଳରୁ ୨୭ ଜଣଙ୍କୁ ଗିରଫ କଲା ରାଜଗାଙ୍ଗପୁର ପୁଲିସ… ନଗଦ ୧ଲକ୍ଷ ୧୮ ହଜାର ଟଙ୍କା ସହ ଗୋଟିଏ କାର୍‌ ଓ ୧୩ ବାଇକ୍‌ ଜବତ… ୧୯ଟି ମୋବାଇଲ୍‌ ମଧ୍ୟ ଜବତ ହୋଇଥିବା ସୂଚନା ଦେଲା ପୁଲିସ…

(୫) ଦେଶରେ ୫ ହଜାର ତଳେ ରହିଛି କରୋନା ଦୈନିକ ସଂକ୍ରମଣ…. ଗୋଟିଏ ଦିନରେ ଚିହ୍ନଟ ହେଲେ ଆଉ ୪,୭୭୭ ପଜିଟିଭ୍‌… ସୁସ୍ଥ ହେଲେ ଆଉ ୫,୧୯୬ ସଂକ୍ରମିତ…ବର୍ତ୍ତମାନ ଦେଶରେ ୪୩,୯୯୪ ରହିଛି ମୋଟ୍‌ କରୋନା ସକ୍ରିୟ ମାମଲା….

(୬) ରାଜ୍ୟରେ ଜାରି ରହିଛି କରୋନା ସଂକ୍ରମଣ…ଗୋଟିଏ ଦିନରେ ଚିହ୍ନଟ ହେଲେ ଆଉ ୨୧୧ ପଜିଟିଭ୍… ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୨୬ଜଣ ଆକ୍ରାନ୍ତ… ଦିନକରେ କରୋନାରୁ ସୁସ୍ଥ ହେଲେ ୨୦୫ଜଣ… ରାଜ୍ୟରେ ମୋଟ୍‌ ସକ୍ରିୟ ମାମଲା ରହିଛି ୧୪୨୧…

(୭) କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ?… ପଦକୁ ନେଇ ଆଜି ବସିବ ବୈଠକ… ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ ହେବ ଆଲୋଚନା… ବୈଠକରେ ଉପସ୍ଥିତ ରହିବାକୁ ସମସ୍ତ ବିଧାୟକଙ୍କୁ ନିର୍ଦେଶ… କଂଗ୍ରେସ ସଭାପତି ପଦ ପାଇଁ ନାମାଙ୍କନ ପୂର୍ବରୁ ଇସ୍ତଫା ଦେଇପାରନ୍ତି ଗେହଲଟ…

(୮) ଆତଙ୍କବାଦକୁ ନେଇ ପୁଣି ଗର୍ଜିଲା ଭାରତ… ଜାତିସଂଘ ସାଧାରଣ ଅଧିବେଶନରେ ଉଦବୋଧନ ଦେଲେ ବୈଦେଶିକ ବ୍ୟାପାରମନ୍ତ୍ରୀ… କହିଲେ, ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶ ମାନଙ୍କ ବିରୋଧରେ ନିଆଯାଉ କଠୋର କାର୍ଯ୍ୟାନୁଷ୍ଠାନ… ଶାନ୍ତି ବଜାୟ ରଖିବାକୁ କଲେ ଅପିଲ…

ହାତୀ ଜଣାଇଲା ଧନ୍ୟବାଦ; ଦେଖନ୍ତୁ ଏହି ଭିଡିଓ

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories