www.samajalive.in
Saturday, December 6, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ରାତିସାରା ଜେରା କଲା ଇଡି..

୧୮ ଘଣ୍ଟାର ଜେରା ପରେ ଭୋର୍ ସାଢେ ୪ଟା​ରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ପ୍ରୟାସକାନ୍ତି..

- Advertisement -

ଢେଙ୍କାନାଳ ଜିଲ୍ଲା ଭୁବନରେ ବସ୍ ଡ୍ରାଇଭର , କଣ୍ଡକ୍ଟର ଓ ହେଲପରଙ୍କୁ ନିଶା ଦେଇ ଲୁଟ୍..

୧୫ ଶହ ଟଙ୍କା ଆଡଭାନ୍ସ ଦେଇ ୯୦ ହଜାର ଲୁଟି ନେଲେ ଦୁର୍ବୁତ୍ତ..

ସିଗାରେଟ୍ ଏବଂ ନିଶାଦ୍ରବ୍ୟ ମିଶା କୋଲ୍ଡଡ୍ରିଙ୍କ୍ସ ପିଆଇଥିବା ଅଭିଯୋଗ..

ଚଳିତବର୍ଷ ପ୍ରଥମଥର ପାଇଁ ୩୮ ଡିଗ୍ରୀ ଅତିକ୍ରମ କଲା ପାରଦ: ଗତକାଲି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସର୍ବୋଚ୍ଚ..

ତାପମାତ୍ରା ୩୮.୨ ଡିଗ୍ରୀ ରେକର୍ଡ, ଆଗାମୀ ୪ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା..

ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ..

ଚଳଚଞ୍ଚଳ ପୁରୀର ପ୍ରସିଦ୍ଧ ଶ୍ରୀ ଲୋକନାଥଙ୍କ ପୀଠ: ମନ୍ଦିରରେ ପ୍ରଭୂଙ୍କ ଦର୍ଶନ ପାଇଁ ଲାଗିବ ହଜାର ହଜାର ଭକ୍ତଙ୍କ ଗହଳି..

ଫୁଲବାଣୀ ରାଣୀପଥର ଘାଟିରୁ ଓଲଟିଲା ଓଏସଆରଟିସି ବସ୍ : ୧୫ରୁ ଅଧିକ ଯାତ୍ରୀ ଆହତ..

ଉତ୍ତରପ୍ରଦେଶ ଲକ୍ଷ୍ନୌରେ ସର୍ଟ ସର୍କିଟରୁ ଫାଟିଲା ଗ୍ୟାସ୍ ସିଲିଣ୍ଡର: ୫ ମୃତ..

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶର ସର୍ବପ୍ରଥମ ଅଣ୍ଡରୱାଟର ମେଟ୍ରୋ ଟନେଲ ଉଦଘାଟିତ..

ହରିୟାଣାର ରେୱାଡିରେ ମର୍ମନ୍ତୁଦ ଦୁର୍ଘଟଣା: ବିବାହରୁ ଫେରୁଥିବାବେଳେ କାର୍-ବସ୍ ମୁହାଁମୁହିଁ ଧକ୍କା, ୫ ମୃତ..

ବାଲିଗୁଡାରେ ଅଭାବନୀୟ ଘଟଣା: ଶ୍ବଶୁର ଘର ଗାଁରେ ଜୀବନ ହାରିଲେ ଜ୍ଵାଇଁ, କାରଣ ଅସ୍ପଷ୍ଟ

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories