www.samajalive.in
Saturday, December 6, 2025
15.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି: ସନ୍ଧ୍ୟା ୭ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ..

ବିଜୟ ପରେ ଆଜି ଦିଲ୍ଲୀରେ ଅପରାହ୍ନରେ ବସିବ ଏନଡିଏର ଗୁରୁତ୍ଵପୂର୍ଣ୍ଣ ବୈଠକ..

- Advertisement -

ସମାିଲ ହେବେ ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁ..

ଆଜି ବିଶ୍ୱ ପରିବେଶ ଦିବସ..

ଚଳିତ ବର୍ଷର ଥିମ୍‌‌ ‘ଭୂମି ପୁନରୁଦ୍ଧାର କର, ପୃଥିବୀକୁ ପୁନର୍ଜୀବିତ କର’..

ଆଜିଠୁ ଭାରତର ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ..

ପ୍ରଥମ ମ୍ୟାଚରେ ଆୟାରଲାଣ୍ଡ ସହ ମୁକାବିଲା..

ହ୍ୱାଟ୍ସଆପ୍ ମେସେଜରେ ଫସିଲେ ; ଚାଲିଗଲା ୪୮ ଲକ୍ଷ ଟଙ୍କା..

ଘଟଗାଁ : ଭାଲୁ ଆକ୍ରମଣରେ ଜଣେ ମୃତ..

ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣ ମାମଲାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି..

ଜଳେଶ୍ୱର ଥାନା ଆମ୍ବଳିଅଠା ଗ୍ରାମରେ ଦୁର୍ଘଟଣା ; ଚଢିଗଲା ଡମ୍ଫର, ଦମ୍ପତି ମୃତ..

ରାଜଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କଲେ ନବୀନ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories