www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ପବିତ୍ର ମୂଳାଷ୍ଟମୀ, ଶ୍ରୀକ୍ଷେତ୍ରରେ ମା’ ବିମଳାଙ୍କ ପୀଠରେ ଆରମ୍ଭ ହେବ ଷୋଡଶ ଦିନାତ୍ମକ ପୂଜା..

ରାଜ୍ୟର ବିଭିନ୍ନ ସ୍ଥାନକୁ ବର୍ଷା ଆଲର୍ଟ..

- Advertisement -

ଆଜି ପାଇଁ ୧୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ସତର୍କତା ଜାରି କଲା ପାଣିପାଗ ବିଭାଗ..

ରାଜ୍ୟରେ ୨୭ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା..

ଅକ୍ଟୋବରରେ ହେବ ଅତ୍ୟନ୍ତ ଶୁଭ ରାଜଯୋଗ : ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ସଫଳତା..

ଜାତିସଂଘରୁ ବିଶ୍ଵ ସମୁଦାୟକୁ ଶାନ୍ତି ପାଇଁ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: କହିଲେ ମାନବତାର ସଫଳତା ଯୁଦ୍ଧ କ୍ଷେତ୍ରରେ ନୁହେଁ , ବରଂ ଆମ ସମୃଦ୍ଧ ଏକତାରେ ରହିଛି, ବୈଷୟିକ ଜ୍ଞାନକୌଶଳ ନିରାପଦ ଓ ଦାୟିତ୍ଵବାନ୍ ବ୍ୟବହାରକୁ ବି ଦେଲେ ଗୁରୁତ୍ଵ..

ସୋମବାରଠୁ ଚାଲିଛି କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ..

ଦେଖନ୍ତୁ ଭିଡିଓ ; ଯୁବକଙ୍କୁ ଦେଖି ଭୟରେ ପଳାଇଲା ସିଂହ..

ପୂଜା ବୋନସ ସହ ୨୬ ଦିନ ବଦଳରେ ୩୦ ଦିନର ଦରମା ଦାବିରେ ନିର୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ଚାରିଆଡେ ପଡିରହିଛି ଆବର୍ଜନା, ଦୁର୍ଗନ୍ଧରେ ଫାଟୁଛି ହସ୍ପିଟାଲ..

ବାସ୍ତୁ : ବାସ୍‌ ଏହି ଗୋଟିଏ ଜିନିଷ ଘରେ ରହିଲେ, ପାଣି ଭଳି ଖର୍ଚ୍ଚ ହୁଏ ଟଙ୍କା, ରୋଗ ସହ ଅଶାନ୍ତି, କରଜ ଲାଗି ରହେ..

ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ସୋନପୁରିଆ ଏବଂ ଉଲିଡି ଗାଁରେ ଦନ୍ତା ହାତୀର ଉତ୍ପାତ: ବାରିପଦା ବନଖଣ୍ଡ ଅଞ୍ଚଳରେ ଦୁଇ ଜଣଙ୍କୁ ମାରିଲା ହାତୀ, ଘର ବାରଣ୍ଡାରେ ଶୋଇଥିବାବେଳେ ଜଣଙ୍କୁ କଚାଡି ମାରିଲା, ଝାଡୁ କରୁଥିବାବେଳେ ମହିଳାଙ୍କୁ ଦଳିଦେଲା ଦନ୍ତା..

ବଲାଙ୍ଗୀର ଜିଲ୍ଲା ଏନଏଚ୍-୫୯ ଭୋଈପଡା ନିକଟ ପୋଖରୀରେ ମୃତଦେହ: ଦୁର୍ଘଟଣା ପରେ ଦୁଇ ଯୁବକ ପୋଖରୀରେ ବୁଡି ମୃତ୍ୟୁ ସନ୍ଦେହ, ମୃତକଙ୍କ ପରିଚୟ ଅସ୍ପଷ୍ଟ..

ଭୂକମ୍ପରେ ଥରିଲା ଜାପାନ; ସୁନାମୀ ପାଇଁ ସତର୍କ ସୂଚନା ଜାରି..

ଲକ୍ଷ୍ମୀପୁର: ଲଗାଣ ବର୍ଷାରେ ବିଜାଘାଟି ରାସ୍ତାରେ ଧସିଲା ମାଟି ଅତଡା , କାଲି ରାତିରୁ ମାଟି ଅତଡା ଧସି ରାସ୍ତା ବନ୍ଦ, ଯାତାୟାତ ବାଧାପ୍ରାପ୍ତ, ନାରାୟଣପାଟଣା-ଦାମନଯୋଡି ରାସ୍ତାରେ ଯାଇପାରୁନି ଚାରି ଚକିଆ ଯାନ..

ଲେବାନନ ଉପରେ ଇସ୍ରାଏଲର ବିମାନ ଆକ୍ରମଣ , ୪୯୨ ମୃତ, ମୃତକଙ୍କ ମଧ୍ୟରେ ୩୫ ଶିଶୁ ଓ ୫୮ ମହିଳା ଥିବା ସୂଚନା , ଦକ୍ଷିଣ ଓ ପୂର୍ବ ଲେବାନନରେ ହିଜବୁଲ୍ଲା ସଙ୍ଗଠନକୁ ଟାର୍ଗେଟ୍..

ନିଆଳିରେ ଚଳନ୍ତା ଡାଲି ଟ୍ରକରେ ଲାଗିଲା ନିଆଁ: ପୋଡିଗଲା ୩୦ ଟନ୍ ଡାଲି , ଅଡଶପୁର-ନିଆଳି ରାସ୍ତା ଆମଣାକୁଦ ଛକରେ ଅଘଟଣ, ନିଆଁକୁ ଆୟତ୍ତ କଲା ଅଡଶପୁର ନିଆଳି ଅଗ୍ନିଶମବାହିନୀ, ରାୟପୁରରୁ କୋଣାର୍କ ଯାଉଥିଲା ଡାଲି ବୋଝେଇ ଟ୍ରକ୍..

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories