ବାସ୍ତୁ : ବାସ୍‌ ଏହି ଗୋଟିଏ ଜିନିଷ ଘରେ ରହିଲେ, ପାଣି ଭଳି ଖର୍ଚ୍ଚ ହୁଏ ଟଙ୍କା, ରୋଗ ସହ ଅଶାନ୍ତି, କରଜ ଲାଗି ରହେ..

ବାସ୍ତୁ ଶାସ୍ତ୍ରରେ ଅନେକ ନିୟମ ବର୍ଣ୍ଣନା କରାଯାଇଛି । ସେହି ନିୟମର ପାଳନ କରିବା ଦ୍ୱାରା ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ । ଘରର ଜିନିଷକୁ ସଜାଇ ରଖିବା ପାଇଁ ମଧ୍ୟ ବାସ୍ତୁ ନିୟମ ରହିଛି । ସେହିପରି ଘରକୁ ସ୍ୱଚ୍ଛ ରଖିବା ପାଇଁ ମଧ୍ୟ କିଛି ନିୟମ ରହିଛି । ବାସ୍ତୁ ନିୟମକୁ ଦୃଷ୍ଟିରେ ରଖି ଘରକୁ ସ୍ୱଚ୍ଛ ରଖିବା ଆବଶ୍ୟକ । ଘର ସଫାସୁତୁରା ରହିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇ … Continue reading ବାସ୍ତୁ : ବାସ୍‌ ଏହି ଗୋଟିଏ ଜିନିଷ ଘରେ ରହିଲେ, ପାଣି ଭଳି ଖର୍ଚ୍ଚ ହୁଏ ଟଙ୍କା, ରୋଗ ସହ ଅଶାନ୍ତି, କରଜ ଲାଗି ରହେ..