ଦେଖନ୍ତୁ ଭିଡିଓ ; ଯୁବକଙ୍କୁ ଦେଖି ଭୟରେ ପଳାଇଲା ସିଂହ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ସହ ଜଡିତ ଅନେକ ଭିଡିଓ ଭାଇରାଲ ହୋଇଥାଏ । ନିକଟରେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ନଦେଖିଲେ ବିଶ୍ୱାସ କରିବେ ନାହିଁ । ଜଣେ ଯୁବକ ଆଦୌ ଭୟ ନକରି ଜଙ୍ଗଲର ରାଜା ସିଂହକୁ ଠେଙ୍ଗା ଦେଖାଇ ଭୟଭୀତ କରୁଛନ୍ତି । ଜଙ୍ଗଲ ରାସ୍ତାରେ ଯୁବକ ଜଣକ ସିଂହ ନିକଟରେ ରହିଛନ୍ତି । ଯୁବକଙ୍କ ସାହସ ଦେଖି ଆଶ୍ଚର୍ଯ୍ୟ ହେବା ସାଧାରଣ କଥା । … Continue reading ଦେଖନ୍ତୁ ଭିଡିଓ ; ଯୁବକଙ୍କୁ ଦେଖି ଭୟରେ ପଳାଇଲା ସିଂହ..