www.samajalive.in
Saturday, December 6, 2025
23.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ : ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ମାରିଲା ପୁରୀ ପୁଲିସ୍, ମନ୍ଦିର ପରିସରରେ ମୋବାଇଲ ଫୋନ୍ ନିଷେଧ..

ଆଜି ୧୨ ଘଣ୍ଟିଆ ବରଗଡ ବନ୍ଦ : କୁର୍ଲା ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣାରେ ନ୍ୟାୟ ଦାବିରେ ବନ୍ଦ ପାଳନ..

- Advertisement -

ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ: କହିଲେ ଆମେରିକାରେ ଆରମ୍ଭ ହୋଇଛି ସ୍ଵର୍ଣ୍ଣିମ ଯୁଗ
ଆଜିଠୁ ୩୧ ପର୍ଯ୍ୟନ୍ତ ପ୍ଲାନେଟୋରିୟମରେ ଗ୍ରହପୁଞ୍ଜ ପରେଡ୍..

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ, ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଯାଇଥିଲା..

ଜାନୁଆରୀ ୨୮ରେ ଶୁକ୍ର ଚଳନ ପାଇଁ ଶକ୍ତିଶାଳୀ ରାଜଯୋଗ; ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ, କିଣିବେ ଗାଡି, ହେବ ବିବାହ..

ନୂଆପଡା ଜିଲ୍ଲା ସୀମାନ୍ତ ଛତିଶଗଡ ଗରିଆବନ୍ଧରେ ଏନ କାଉଣ୍ଟର :ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୨ ମାଓବାଦୀ ନିହତ, କାଲି ଦୁଇ ମହିଳା ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା
ଅପରେସନ୍ ରେ ଓଡିଶା ଓ ଛତିଶଗଡ ପୁଲିସ୍ ସହ ସିଆପିଏଫ୍ ସାମିଲ..

ପୁରୀ : ପ୍ରସିଦ୍ଧ ଶିରୁଳି ମହାବୀର ମନ୍ଦିରରୁ ଚୋରି , ପ୍ରସ୍ଥାନ ପଟେ ଲୁହା ଗେଟ୍ କାଟି ମନ୍ଦିରରେ ପଶି ଲୁଟିନେଲେ ଦୁର୍ବୃତ୍ତ..

ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟ୍ ହୋଇଥିବା ମନ୍ଦିର କର୍ତ୍ତୃପକ୍ଷଙ୍କ ଅଭିଯୋଗ, ଚୋରି ବେଳେ ଗାଁରେ ବିଦ୍ୟୁତ୍ କାଟିବା ସହ ସିସି ଟିଭି ତାର କାଟିଲେ , ଚନ୍ଦନପୁର ଥାନା ପୁଲିସର ତଦନ୍ତ ଜାରି..

ଆଜିଠୁ ତିନି ଦିନିଆ ଜାତୀୟ କର୍ମଶାଳା: ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖା ପାଇଁ ୬ବର୍ଷ ବୟସ ହେବା ଜରୁରୀ..

ଦେଖନ୍ତୁ ଭିଡିଓ ; ଅଧାରୁ ଖରାପ ହେଲା ଦୋଳି, ୩୦ ମିନିଟ୍‌ ଯାଏଁ ଓଲଟା ଲଟକି ରହିଲେ ଲୋକେ, ତା’ପରେ..

ଗଞ୍ଜାମ ଆସିକାରେ ଅଘଟଣ ; ଘର ବାରଣ୍ଡାକୁ ମାଡିଗଲା ହାଇଓ୍ବା, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ..

୧୨ ଘଣ୍ଟିଆ ବରଗଡ ସହର ବନ୍ଦ ପାଳନ ବେଳେ ଅପ୍ରୀତିକର ପରିସ୍ଥିତି , ବରଗଡ କୋର୍ଟ ସମ୍ମୁଖରେ ପୁଲିସ୍ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି..

ରାଜନଗର ବ୍ଲକ ତାଳଚୁଆଠାରେ ଯାତ୍ରା କରୁଥିବା ଯାତ୍ରା ରଙ୍ଗମହଲର କଳାକାରଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ, କଳାକାରଙ୍କ ନାମ ପ୍ରକାଶ ଗୋଛାୟତ(୩୨)..

 

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories