ରାଷ୍ଟ୍ରପତିଙ୍କ ଗସ୍ତର ଚତୁର୍ଥ ଦିନ..
ସମ୍ବଲପୁର ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ..
ଭୀମ ଭୋଇଙ୍କ ସହ ଜଡିତ ବିଭିନ୍ନ ସ୍ଥାନ କରିବେ ପରିଦର୍ଶନ..
ମହିମା ସମ୍ପ୍ରଦାୟର ଅନୁଗାମୀଙ୍କୁ ଭେଟିବା କାର୍ଯ୍ୟକ୍ରମ..
ଛତିଶଗଡ ବିଜାପୁର ଜିଲାରେ ମାଓବାଦୀଙ୍କ ବର୍ବରକାଣ୍ଡ..
ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ବିଜେପି ନେତାଙ୍କୁ ହତ୍ୟା..
ମୃତକ ତିରୁପତି କୋଟଲା ଅଞ୍ଚଳର ବିଜେପି ନେତା..
ବିଜେଡି ଛାଡିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି..
ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି..
ଆସନ୍ତାକାଲି ବିଜେପିରେ ସାମିଲ ହେବେ..



