www.samajalive.in
Saturday, December 6, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ଶ୍ରାବଣ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କ ଶ୍ରୀମସ୍ତକରେ ଚିତାଲାଗି କରାଯିବ..

ଅପରାହ୍ଣ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ..

- Advertisement -

ଲଘୁଚାପ ପ୍ରଭାବରେ ରାଜ୍ୟରେ ୪ଦିନ ବର୍ଷା ସମ୍ଭାବନା , ୧୪ଜିଲାକୁ ସତର୍କତା..

ଆଜି ଶ୍ରାବଣ ମାସ ଦ୍ବିତୀୟ ସୋମବାର, ଜଳଲାଗି ପାଇଁ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ..

ଆଜି ବେଙ୍ଗାଲୁରରେ​‌ ବିରୋଧୀ ମେଣ୍ଟର ଦ୍ୱିତୀୟ ବୈଠକ, ଯୋଗ​‌ ଦେବ‌ ଆମ୍ ଆଦମୀ ପାର୍ଟି..

ସ୍ପେନୀୟ ତାରକା କାର୍ଲୋସ୍ ଆଲକାରାଜ ପ୍ରଥମ ଥର ୱିମ୍ବଲଡନ୍ ଫାଇନାଲ୍ ଖେଳିବା ସହ ଜୋକୋଭିକଙ୍କୁ ପରାସ୍ତ କରି ୱିମ୍ବଲଡନ୍ ଟାଇଟଲ ଜିତିଛନ୍ତି..

ଭୁବନେଶ୍ୱର : ସ୍କୁଲ ମିଶ୍ରଣକୁ ରାଜଧାନୀରେ ବିରୋଧ..

ଭୁବନେଶ୍ୱର ୟୁନିଟ୍‌‌-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ତାଲା..

ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀ ଓ ଅଭିଭାବକ..

ଭଦ୍ରକ : ଜମି ବିବାଦରୁ ଦୁଇ ପରିବାର ପିଟାପିଟି.. ୧୩ ଆହତ..

ତିହିଡି ଥାନା ଗୁଆମାଳ ପଞ୍ଚାୟତ ମୂଢସାହିରେ ଆକ୍ରମଣ..

ଭୋପାଳ -ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସରେ ନିଆଁ ..

କୁରୱାର କେଥୋରା ଷ୍ଟେସନ ପାଖରେ ଲାଗିଲା ନିଆଁ..

ବଗିରେ ଥିବା ବ୍ୟାଟେରୀ ବକ୍ସରୁ ନିଆଁ ଲାଗିଲା..

ନିଆଁକୁ ଆୟତ୍ତ କରିବା ପରେ ଗଡିଲା ଏକ୍ସପ୍ରେସ..

ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା..

ଗତ ୨୪ ଘଣ୍ଟାରେ ବିନିକାରେ ସର୍ବାଧିକ ୧୬୫.୨ ମିମି ବର୍ଷା ରେକର୍ଡ..

ସମ୍ବଲପୁରର ଧନକଉଡାରେ ୧୫୫ ଓ ଯୁଯୁମରାରେ ୧୩୬ ମିିମି ବର୍ଷା..

୬ଟି ସ୍ଥାନରେ ଅତିପ୍ରବଳ ଓ ୧୨ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ..

ଆଜି ମଧ୍ୟ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା..

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories