www.samajalive.in
Sunday, December 7, 2025
23.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ପବିତ୍ର ଧନୁ ସଂକ୍ରାନ୍ତି : ଶ୍ରୀମନ୍ଦିରରେ ଆଜିଠୁ ମହାପ୍ରଭୁଙ୍କ ଠାରେ ପହିଲି ଭୋଗ ନୀତି, ରାତ୍ର ୨ଟା ୧୫ରେ ହେଲା ଦ୍ଵାର ଫିଟା , ମହାପ୍ରଭୁଙ୍କ ନିକଟରେ ଲାଗି ହୋଇଥାଏ ବିରି ଓ ଗହମରେ ପ୍ରସ୍ତୁତ ଭୋଗ..

ଅସହ୍ୟ ଜାଡରେ ଥରୁଛି ଓଡିଶା : ରାଜ୍ୟରେ ଶୀତ ଲହରୀ ଜାରି ନେଇ ୨୪ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ, ଝାରସୁଗୁଡା, ସୁନ୍ଦରଗଡ ଓ ଅନୁଗୁଳ ଜିଲ୍ଲାରେ ଶୀତ ଲହରୀ ପାଇଁ ୟେଲୋ ଓ୍ବାର୍ଣ୍ଣିଂ..

- Advertisement -

ରାଜଧାନୀ ଭୁବନେଶ୍ଵରରେ ଚଳିତ ବର୍ଷର ରେକର୍ଡ ତାପମାତ୍ରା, ଭୁବନେଶ୍ଵରରେ ସର୍ବନିମ୍ନ ତାପମାତ୍ରା ୧୦.୯ ଡିଗ୍ରୀ ରେକର୍ଡ, ରାଉରକେଲାରେ ୫.୭, ଝାରସୁଗୁଡାରେ ୭.୧, କେନ୍ଦୁଝରରେ ୮.୮ ଡିଗ୍ରୀ ରେକର୍ଡ..

ନୂଆବର୍ଷ ୨୦୨୫ରେ ଗଜକେସରୀ ଯୋଗ; ସୁନାଭଳି ଚମକିବ ଏହି ୪ ରାଶିଙ୍କ ଭାଗ୍ୟ..

ବର୍ତ୍ତମାନ ପାଇଁ ‘ସୁଭଦ୍ରା’ର ୪ର୍ଥ ପର୍ଯ୍ୟାୟ କିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇଛି- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା..

ଖୋର୍ଦ୍ଧା ବାଘମାରୀ-ବେଗୁନିଆ ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ବସ୍ , ୧୦ରୁ ଅଧିକ ଆହତ, କିଛି ଆହତଙ୍କୁ ଖୋର୍ଦ୍ଧା ଓ ଆଉ କିଛି ଆହତଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର..

ରାୟଗଡାରେ ମାତିଛନ୍ତି ହାତୀ ଦାନ୍ତ ସ୍ମଗଲର, ମୁନିଗୁଡା ରେଞ୍ଜରେ ହାତୀ ଦାନ୍ତ ଡିଲ ବେଳେ ୫ ମାଫିଆଙ୍କୁ ଗିରଫ କରିଥିଲା ବନ ବିଭାଗ, ତଦନ୍ତ ପାଇଁ ନେବା ବେଳେ ବନ ବିଭାଗ ଟିମ୍ ଉପରେ ଆଖି ବୁଜା ଗୁଳିମାଡ କଲେ ଶିକାରୀ, , ଖାଲି ହାତରେ ଫେରିଲେ ବନ ବିଭାଗ ଅଧିକାରୀ, କୌଣସି ବନ କର୍ମଚାରୀ ଆହତ ହୋଇନଥିବା ସୂଚନା..

ପୌଷ ମାସରେ କରନ୍ତୁ ନାହିଁ ଏହି ୨ଟି କାମ..

ଆଜି ରାଜ୍ୟସଭାରେ ହେବ ସମ୍ବିଧାନ ଉପରେ ବିତର୍କ: ସାମିଲ ହେବେ ଜେ.ପି ନଡ୍ଡା ଓ ଅମିତ୍ ଶାହା, ଲୋକସଭାରେ ଆସିପାରେ ଓ୍ବାନ୍ ନେସନ୍ , ଓ୍ବାନ୍ ଇଲେକ୍ସନ୍ ବିଲ୍..

ଦେଖନ୍ତୁ ଭିଡିଓ; ଭାଗ୍ୟବାନ୍‌ ଯୁବକ, ଚଳନ୍ତା ଟ୍ରାକ୍ଟର ଚଳ ତଳୁ କେମିତି ବଞ୍ଚିଲା ଜୀବନ..

ଛତିଶଗଡରେ ମର୍ମନ୍ତୁଦ ଦୁର୍ଘଟଣା : କାରକୁ ଧକ୍କା ଦେଲା ଟ୍ରକ୍ , ୬ ମୃତ..

୩ୟ ଟେଷ୍ଟ: ଜଟିଳ ସ୍ଥିତିରେ ଟିମ ଇଣ୍ଡିଆ, ଅଷ୍ଟ୍ରେଲିଆର ୪୪୫ ରନ ଜବାବରେ ଭାରତ ୪୪ ରନରେ ହରାଇଲାଣି ୪ ଉଇକେଟ..

ଦୁନିଆର ସବୁଠାରୁ ମହଙ୍ଗା ପୋକ; ପୋକ ଦାମ୍‌ରେ କିଣିପାରିବେ ବିଏମଡବ୍ଲ୍ୟୁ,ଅଡି..

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories