www.samajalive.in
Monday, December 8, 2025
27.1 C
Bhubaneswar

୨୦୨୫ରେ ଏହି ରାଶିଙ୍କ ଭୂମି, ଯାନ, ଘର କିଣିବାର ସ୍ୱପ୍ନ ହେବ ପୂରଣ : ଶୁକ୍ର କରିବେ ଭାଗ୍ୟଶାଳୀ..

ନୂଆବର୍ଷ ୨୦୨୫ ଆରମ୍ଭ ହେବାକୁ ଅଳ୍ପ ଦିନ ବାକି ରହିଛି । ଜ୍ୟୋର୍ତିବିଦ୍‌ଙ୍କ ମତାନୁସାରେ ନୂଆବର୍ଷରେ ୫ ରାଶି ବ୍ୟକ୍ତି ବିଶେଷଙ୍କୁ ସୁଖସମୃଦ୍ଧି, ଶାନ୍ତି, ଧନ ପ୍ରାପ୍ତି ହେବ । ଏମାନଙ୍କ ଉପରେ ଶୁକ୍ରଦେବଙ୍କ ବିଶେଷ କୃପା ରହିବାରୁ ଭାଗ୍ୟଶାଳୀ ହେବେ । ବିଶେଷ କରି ଏମାନେ ଭୂମି ଓ ଯାନ କିଣିବାରେ ସଫଳତା ପାଇବେ..
ଜ୍ୟୋତିଷ ଗଣନା ଅନୁସାରେ ବର୍ଷ ୨୦୨୫ରେ ଏହି ରାଶି ବ୍ୟକ୍ତି ବିଶେଷମାନେ ନୂଆ ଘର କିମ୍ବା ଯାନ କିଣିବାର ସ୍ୱପ୍ନ ପୂରଣ ହେବ ।

ବୃଷ – ବୃଷ ରାଶି ବ୍ୟକ୍ତି ବିଶେଷମାନଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଯେଉଁମାନେ ଦୀର୍ଘ ଦିନରୁ ଘର କିମ୍ବା ଯାନ କିଣିବାକୁ ଇଚ୍ଛା କରୁଛନ୍ତି, ସେମାନଙ୍କୁ ସଫଳତା ମିଳିବ ।

- Advertisement -

ମିଥୁନ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ । ଘର କିଣିବାର ଇଚ୍ଛା ପୂରଣ ହେବ । ଯାନ କିଣିବାର ମଧ୍ୟ ଯୋଗ ରହିଛି ।

ଜେଲ୍‌ରୁ ଫେରି ଏମିତି କହିଲେ ଅଲ୍ଲୁ ଅର୍ଜୁନ

ମକର – ଘର, ଫ୍ଲାଟ୍‌ କିମ୍ବା ଗାଡି କିଣିବାର ଯୋଗ ରହିଛି । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଅନେକ ସ୍ୱପ୍ନ ପୂରଣ ହେବା ସହ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ ।

କୁମ୍ଭ – କୁମ୍ଭ ରାଶି ବ୍ୟକ୍ତି ବିଶେଷ ନୂଆ ଜମି ଓ ଯାନ କିଣିବାର ଯୋଗ ରହିଛି । ଭୂମି ସହ ଜଡିତ କୋର୍ଟ-କଚେରୀ ମାମଲାରେ ସଫଳତା ପାଇବେ । ଶୁଭଫଳ ମିଳିବ ।

ମୀନ – ଆୟର ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ । ନୂଆ ଯାନ, ଭୂମି କିଣିବାର ସୁଯୋଗ ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ ।

ସଫଳତା, ଧନ ବୃଦ୍ଧି ପାଇଁ ସମସ୍ତ ରାଶି ବ୍ୟକ୍ତି ବିଶେଷ ଶୁକ୍ରବାର ଦିନ ମା’ଲକ୍ଷ୍ମୀଙ୍କୁ ପୂଜାଚ୍ଚର୍ନା ନିଶ୍ଚୟ କରନ୍ତୁ । ଏହି ଦିନ ଧଳା ରଙ୍ଗର ପୋଷାକ ପିନ୍ଧିବା ସହ ଧଳା ରଙ୍ଗର ଜିନିଷ ଦାନ କରନ୍ତୁ । ଶୁଭ ଫଳ ମିଳିବ ।

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories